କନକ ବ୍ୟୁରୋ : ବ୍ରହ୍ମପୁର ଏଲ୍ଆଇସି ଅଫିସରେ ଭୟଙ୍କର ଅଗ୍ନିକାଣ୍ଡ । ବ୍ରହ୍ମପୁର ଖୋଡ଼ାସିଙ୍ଗ ଡିଭିଜନ ଅଫିସର ଉପରମହଲାରେ ନିଆଁ ଲାଗିଛି । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ଥିବା ବେଳେ ନିଆଁ ଲିଭାକାର୍ଯ୍ୟରେ ଦମକଳ ବାହିନୀର ୩ଟି ଗାଡ଼ି ନିୟୋଜିତ ହୋଇଛି ।
ଏଲଆଇସି ଅଫିସ୍ରେ ଭୟଙ୍କର ଅଗ୍ନିକାଣ୍ଡ; ସର୍ଟ ସର୍କିଟ୍ରୁ ଲାଗିଲା ନିଆଁ
ବ୍ରହ୍ମପୁର ଖୋଡ଼ାସିଙ୍ଗ ଡିଭିଜନ ଅଫିସର ଉପରମହଲାରେ ନିଆଁ ଲାଗିଛି । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ଥିବା ବେଳେ ନିଆଁ ଲିଭାକାର୍ଯ୍ୟରେ ଦମକଳ ବାହିନୀର ୩ଟି ଗାଡ଼ି ନିୟୋଜିତ ହୋଇଛି ।
/kanak/media/media_files/2025/09/22/lic-office-2025-09-22-10-56-29.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)