ଭୁବନେଶ୍ବର ସହିଦ ନଗର ମିକ୍ସଚର ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ : ନିଆଁ ଲାଗିବାର କାରଣ ଅସ୍ପଷ୍ଟ

ଭୁବନେଶ୍ବର ସହିଦ ନଗରରେ ଭୟାବହ ଅଗ୍ନିକାଣ୍ଡ। ଏଠାରେ ଥିବା ଏକ ମିକ୍ସଚର ଫ୍ୟାକ୍ଟ୍ରିରେ ନିଆଁ ଲାଗିଛି । ହୁତୁହୁତୁ ହୋଇ  ଜଳୁଛି ନିଆଁ  । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ ଲିଭାଇବାକୁ ଉଦ୍ୟମ କରୁଛି 

sahid nagar

Photograph: (KanakNews )

କନକବ୍ୟୁରୋ : ଭୁବନେଶ୍ବର ସହିଦ ନଗରରେ ଭୟାବହ ଅଗ୍ନିକାଣ୍ଡ। ଏଠାରେ ଥିବା ଏକ ମିକ୍ସଚର ଫ୍ୟାକ୍ଟ୍ରିରେ ନିଆଁ ଲାଗିଛି । ହୁତୁହୁତୁ ହୋଇ  ଜଳୁଛି ନିଆଁ  । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ ଲିଭାଇବାକୁ ଉଦ୍ୟମ କରୁଛି  ।  ନିଆଁ ଲାଗିବାର କାରଣ ଜଣାପଡ଼ିନଥିବା ବେଳେ ସ୍ଥାନୀୟ ପରିବେଶ ଧୁଆଁମୟ ହୋଇଯାଇଛି। ସେଠାରେ ଥିବା ସ୍ଥାନୀୟ ବାସିନ୍ଦା  ଭୟବୀତ ଅବସ୍ଥାରେ ରହିଛନ୍ତି 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe