କନକବ୍ୟୁରୋ : ରାଜଧାନୀରେ ବିଭତ୍ସ ହତ୍ୟାକାଣ୍ଡ ଓ ଡମଣା ଛକରେ ଏକ ହୋଟେଲ ଭିତରେ ହତ୍ୟାକାଣ୍ଡ ଓ ହୋଟେଲ ଭିତରେ ଗୋଡ଼ାଇ ଗୋଡ଼ାଇ ହାଣିଲା ଦୁର୍ବୁତ୍ତ ଓ ପନିକିରେ ହାଣି ସାରିବା ପରେ, ମୃତ ଦେହକୁ ଲୁଚାଇବା ପାଇଁ କରୁଥିଲା ଯୋଜନା ଓ ପ୍ରମାଣ ନଷ୍ଟ ଉଦ୍ୟମ ପରେ, ଫେରାର ହୋଇଯାଇଛି ଅଭିଯୁକ୍ତ ଓ ପୂର୍ବ ଶତ୍ରୁତା ଏବଂ ଗଣ୍ଡଗୋଳ ପରେ, ଏହି ହତ୍ୟାକାଣ୍ଡ କରଯାଇଥିବା ସନ୍ଦେହ ଓ ସାଇଣ୍ଟିଫିକ ଟିମ ସାହାଯ୍ୟରେ ପୁଲିସ ତଦନ୍ତ ଆରମ୍ଭ କରିଛି ।
ରାଜଧାନୀରେ ବିଭତ୍ସ ହତ୍ୟାକାଣ୍ଡ : ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟା
ରାଜଧାନୀରେ ବିଭତ୍ସ ହତ୍ୟାକାଣ୍ଡ ଓ ଡମଣା ଛକରେ ଏକ ହୋଟେଲ ଭିତରେ ହତ୍ୟାକାଣ୍ଡ ଓ ହୋଟେଲ ଭିତରେ ଗୋଡ଼ାଇ ଗୋଡ଼ାଇ ହାଣିଲା ଦୁର୍ବୁତ୍ତ ଓ ପନିକିରେ ହାଣି ସାରିବା ପରେ,
/kanak/media/media_files/2024/10/30/OGZlafvq0MShBjba6knx.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)