ଚାଉଳ ଦୁର୍ନୀତିକୁ ନେଇ ଜୋରଦାର ତନାଘନା । ଆକ୍ସନ ମୋଡରେ ଗଣଶିକ୍ଷା ବିଭାଗ ।

Advertisment

ନିତ୍ୟାନନ୍ଦ ଗଣ୍ଡ କହିଲେ, ମଧ୍ୟାହ୍ନ ଭୋଜନ ଚାଉଳ ଦୁର୍ନୀତି ତଦନ୍ତ ଚାଲିଛି । ରିପୋର୍ଟ ଆସିବା ପରେ କାର୍ୟ୍ୟାନୁଷ୍ଠାନ ହେବ ।

ନିତ୍ୟାନନ୍ଦ ଗଣ୍ଡ କହିଲେ, ମଧ୍ୟାହ୍ନ ଭୋଜନ ଚାଉଳ ଦୁର୍ନୀତି ତଦନ୍ତ ଚାଲିଛି । ରିପୋର୍ଟ ଆସିବା ପରେ କାର୍ୟ୍ୟାନୁଷ୍ଠାନ ହେବ ।

20୍୍୍

କନକ ବ୍ୟୁରୋ: ଚାଉଳ ଦୁର୍ନୀତିକୁ ନେଇ ଜୋରଦାର ହୋଇଛି ତନାଘନା । ଚାଉଳ ଦୁର୍ନୀତିକୁ ନେଇ ଆକ୍ସନ ମୋଡରେ ଯୋଗାଣ ବିଭାଗ ଥିଲା ବେଳେ ଏବେ ମଧ୍ୟାହ୍ନ ଭୋଜନରେ ବି ଚାଉଳ ଦୁର୍ନୀତି କଥା ପଦାକୁ ଆସିଥିଲା । ଯାହାକୁ ଧରିଥିଲେ ଖୋଦ ଗଣଶିକ୍ଷା ମନ୍ତ୍ରୀ । ଏନେଇ ସେ ଗଣଶିକ୍ଷା ବିଭାଗକୁ ଅବଗତ କରିବା ସହ କାର୍ୟ୍ୟନୁଷ୍ଠାନ ପାଇଁ ଚିଠି ଲେଖିଥିଲେ । ଏବେ ଗଣଶିକ୍ଷା ବିଭାଗ ମଧ୍ୟ ଚାଉଳ ଦୁର୍ନୀତିରୁ ପରଦା ଉଠାଇବା ପାଇଁ ତତ୍ପର ହୋଇଛି । ତଦନ୍ତ ଆରମ୍ଭ ହୋଇଥିବା ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି, ତଦନ୍ତ ଚାଲିଛି ରିପୋର୍ଟ ଆସିବା ପରେ କାର୍ୟ୍ୟାନୁଷ୍ଠାନ ହେବ ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe