ବସ୍‌ରେ ଗଞ୍ଜେଇ ଚୋରା ଚାଲାଣ: ୨ ଯୁବକ ଅଟକ

କଳାହାଣ୍ଡି ଜିଲ୍ଲା ଜୟପାଟଣାଠାରେ ଗଞ୍ଜେଇ ଚାଲାଣ ବେଳେ ଧରା ପଡିଲେ ଦୁଇ ଯୁବକ । ବିଶାଖାପାଟଣା ବସ୍‌ରେ ଗଞ୍ଜେଇ ଚାଲାଣ କରୁ ଥିବା ବେଳେ ଜୟପାଟଣା ଅବକାରୀ ବିଭାଗ ମାଡ଼ି ବସିଲା ।

29

କନକ ବ୍ୟୁରୋ: କଳାହାଣ୍ଡି ଜିଲ୍ଲା ଜୟପାଟଣାଠାରେ ଗଞ୍ଜେଇ ଚାଲାଣ ବେଳେ ଧରା ପଡିଲେ ଦୁଇ ଯୁବକ । ବିଶାଖାପାଟଣା ବସ୍‌ରେ ଗଞ୍ଜେଇ ଚାଲାଣ କରୁ ଥିବା ବେଳେ ଜୟପାଟଣା ଅବକାରୀ ବିଭାଗ ମାଡ଼ି ବସିଲା । ଗଞ୍ଜେଇ ସହ ଦୁଇ ଯୁବକ ଅଟକ ଥିବା ବେଳେ ଅବକାରୀ ବିଭାଗ ତଦନ୍ତ ଜାରି ରଖିଛି....

କଳାହାଣ୍ଡି ଜୟପାଟଣାଠାରେ ଗଞ୍ଜେଇ ଚାଲାଣ ବେଳେ ଧରା ପଡିଲେ ଦୁଇ ଯୁବକ । ବିଶାଖାପାଟଣା ବସ୍‌ରେ ଗଞ୍ଜେଇ ଚାଲାଣ କରୁ ଥିବା ବେଳେ ଜୟପାଟଣା ଅବକାରୀ ବିଭାଗ ମାଡ଼ିବସିଲା । ଗଞ୍ଜେଇ ସହ ଦୁଇ ଯୁବକ ଅଟକ ଥିବା ବେଳେ ଅବକାରୀ  ବିଭାଗ  ତଦନ୍ତ ଜାରି ରଖିଛି ।

ସୂଚନା ଅନୁସାରେ, ସୋମବାର ସନ୍ଧ୍ୟାରେ ଭବାନୀପାଟଣାରୁ ମୁଖୀଗୁଡା,ଲଡୁ ଗାଁ ଭାୟା ଦେଇ ବିଶାଖାପାଟଣା  ଯାଉଥିବା OD 08 R 1952 ନମ୍ବର ଓଏସଆରଟିସି ବସ୍‌ରେ ଗଞ୍ଜେଇ ଚାଲାଣ ହେଉଥିବା କୌଣସି ବିଶ୍ବସ୍ତ ସୂତ୍ରରୁ ଅବକାରୀ ବିଭାଗ ଖବର ପାଇଥିଲା । ସୂଚନା ଅନୁସାରେ, ଦୁଇଜଣ ଯୁବକ ବାହାର ରାଜ୍ୟର ହୋଇଥିବା ବେଳେ  ଜବତ ଗଞ୍ଜେଇ ପରିମାଣ ହାରାହାରି ୧୦ ରୁ ୧୫ କେଜି  ହେବ ବୋଲି ଅନୁମାନ କରା କରା ଯାଉଥିବା ବେଳେ କେଉଠି କି ଯାଉଥିଲା  କେଉଠୁ ଆସୁଥିଲା ସବେଶେଷ ତଦନ୍ତ ଜୟପାଟଣା ଅବକାରୀ.ବିଭାଗ ଆରମ୍ଭ କରିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe