ଶସ୍ତ୍ର ତ୍ୟାଗ କରିବେ ମାଓବାଦୀ, ଶାନ୍ତିପୂର୍ଣ୍ଣ ଆଲୋଚନା ପାଇଁ ସଂଗଠନର ସରକାରଙ୍କୁ ପ୍ରସ୍ତାବ

ସ୍ତ୍ର ଆନ୍ଦୋଳନକୁ ଅସ୍ଥାୟୀ ଭାବେ ବିରାମ ଦେବେ ମାଓବାଦୀ। ପୁଣି ଶାନ୍ତିବାର୍ତ୍ତା ପାଇଁ ବ୍ୟାକୁଳ ସଙ୍ଗଠନ। ୩୦ ଦିନିଆ ଯୁଦ୍ଧ ବିରତି ଲାଗି ଅପିଲ କରିଛନ୍ତି ମାଓବାଦୀ। ମାଓବାଦୀଙ୍କ କେନ୍ଦ୍ରୀୟ କମିଟି ପକ୍ଷରୁ ପ୍ରେସ ବିଜ୍ଞପ୍ତି ଜାରି

13

କନକ ବ୍ୟୁରୋ : ଶସ୍ତ୍ର ତ୍ୟାଗ କରିବେ ମାଓବାଦୀ। ଶସ୍ତ୍ର ଆନ୍ଦୋଳନକୁ ଅସ୍ଥାୟୀ ଭାବେ ବିରାମ ଦେବେ ମାଓବାଦୀ। ପୁଣି ଶାନ୍ତିବାର୍ତ୍ତା ପାଇଁ ବ୍ୟାକୁଳ ସଙ୍ଗଠନ। ୩୦ ଦିନିଆ ଯୁଦ୍ଧ ବିରତି ଲାଗି ଅପିଲ କରିଛନ୍ତି ମାଓବାଦୀ। ମାଓବାଦୀଙ୍କ କେନ୍ଦ୍ରୀୟ କମିଟି ପକ୍ଷରୁ ପ୍ରେସ ବିଜ୍ଞପ୍ତି ଜାରି। ଯୁଦ୍ଧ ବିରତି କରି ସରକାରଙ୍କ ଦ୍ବିପାକ୍ଷିକ ଆଲୋଚନା ଲାଗି ପ୍ରସ୍ତାବ। ଯୋଗାଯୋଗ ଲାଗି ଇ-ମେଲ ଓ ଫେସବୁକ ଆଇଡି ଜାରି କଲେ ମାଓବାଦୀ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe