ଶାନ୍ତି ବାର୍ତ୍ତା ପାଇଁ ନିବେଦନ କଲେ ମାଓବାଦୀ । ତୁରନ୍ତ ବିଜାପୁର ଅପରେସନ ବନ୍ଦ କରିବାକୁ ଜାରିକଲେ ପ୍ରେସ ବିବୃତ୍ତି

Advertisment

ଶାନ୍ତି ମାର୍ଗରେ ସମସ୍ୟାର ସମାଧାନ ଲାଗି ନିବେଦନ। ୨୦୨୬ ମାର୍ଚ୍ଚ ସୁଦ୍ଧା ମାଓବାଦୀଙ୍କୁ ନିପାତ କରିବାକୁ ନିର୍ଦ୍ଦେଶ ଦେଇଛି ଗୃହମନ୍ତ୍ରଣାଳୟ। ଛତିଶଗଡ଼ ବିଜାପୁରରେ ୧୦୦୦ରୁ ଊର୍ଦ୍ଧ ମାଓବାଦିଙ୍କୁ ଘେରି ସୁରକ୍ଷାକର୍ମୀମାନେ ଏନକାଉଣ୍ଟର କରୁଥିବା ବେଳେ ଭୟଭୀତ ହୋଇପଡିଛନ୍ତି ମାଓବାଦୀ ।

Maoists 1

Photograph: (KANAK NEWS)

କନକ ବ୍ୟୁରୋ : ସୈନ୍ୟ ଅଭିଯାନ ରୋକିବାକୁ ମାଓବାଦୀଙ୍କ ଅପିଲ। ତୁରନ୍ତ ବିଜାପୁର ଅୁପରେସନ ବନ୍ଦ କରିବା ଲାଗି ନିବେଦନ । ଶାନ୍ତି ମାର୍ଗରେ ସମସ୍ୟାର ସମାଧାନ ଲାଗି ନିବେଦନ। ୨୦୨୬ ମାର୍ଚ୍ଚ ସୁଦ୍ଧା ମାଓବାଦୀଙ୍କୁ ନିପାତ କରିବାକୁ ନିର୍ଦ୍ଦେଶ ଦେଇଛି ଗୃହମନ୍ତ୍ରଣାଳୟ। ଛତିଶଗଡ଼ ବିଜାପୁରରେ ୧୦୦୦ରୁ ଊର୍ଦ୍ଧ ମାଓବାଦିଙ୍କୁ ଘେରି ସୁରକ୍ଷାକର୍ମୀମାନେ ଏନକାଉଣ୍ଟର କରୁଥିବା ବେଳେ ଭୟଭୀତ ହୋଇପଡିଛନ୍ତି ମାଓବାଦୀ । ପୁଣି ପ୍ରେସ ବିବୃତି ଜାରି କରି ସୈନ୍ୟ ଅଭିଯାନ କରିବାକୁ ନିବେଦନ କରିଛନ୍ତି ମାଓବାଦୀ । ଏଥିସହ ଯୁଦ୍ଧ ବିରତି ଓ ଶାନ୍ତି ବାର୍ତ୍ତା ପ୍ରସ୍ତାବ ମଧ୍ୟ ଦୋହରାଇଛନ୍ତି । ମାଓବାଦୀଙ୍କ  ଉତ୍ତର-ପଶ୍ଚିମ ସବ ଯୋନାଲ ବ୍ୟୁରୋ ପକ୍ଷରୁ ପ୍ରେସ ବିଜ୍ଞପ୍ତି ଜାରି କରାଯାଇଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe