କନକ ବ୍ୟୁରୋ: ପୁଣି ଆଜି ସକାଳୁ ପୃଥକ୍ ପୃଥକ୍ ସ୍ଥାନରେ ଆଇ ଡି ବିସ୍ଫୋରଣ । ଝାରଖଣ୍ଡ କରମପଦା ରେଲୱେ ଷ୍ଟେସନ ନିକଟ ଓ ଓଡ଼ିଶାର କେ ବଲାଙ୍ଗ ଥାନା ରେଞ୍ଜଡା ରେଲୱେ ଟ୍ରାକ୍ରେ ଆଇ ଡି ବିସ୍ପୋରଣ । ଗତକାଲି ଆଇ ଡି ବିସ୍ଫୋରଣ ପରେ ବିମଲାଗଡ ସେକ୍ସନ ରେଲୱେ ଲାଇନ୍ ରେ ରେଳ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ଥିଲା । ହାଇ ଆର୍ଲଟ ରେ ଓଡ଼ିଶା ଝାଡଖଣ୍ଡ ସୀମା ରେଳ ଧାରଣା । ଘଟଣା ସ୍ଥଳରେ ପୋଲିସ୍ ପହଞ୍ଚି ତଦନ୍ତ କରୁଛି ।
ପୁଣି ରେଲୱେ ଟ୍ରାକ୍ ଉଡ଼ାଇଲେ ମାଓବାଦୀ ; ଝାରଖଣ୍ଡ-ଓଡ଼ିଶା ସୀମାନ୍ତ କେ. ବଲାଙ୍ଗ ଥାନା ରେଞ୍ଜଡ଼ା ଘଟଣା
ପୁଣି ରେଳ ଧାରଣାରେ ଆଇଇଡି ବିସ୍ଫୋରଣ । ଝାରଖଣ୍ଡ-ଓଡ଼ିଶା ସୀମାନ୍ତ କେ. ବଲାଙ୍ଗ ଥାନା ରେଞ୍ଜଡ଼ା ଘଟଣା । ଗତକାଲି ବିମଲାଗଡ ସେକ୍ସନ ରେଲୱେ ଲାଇନ୍ରେ ବିସ୍ଫୋରଣ ଘଟଇଥିଲେ ମାଓବାଦୀ ।
/kanak/media/media_files/2025/08/04/screen-shot-2025-08-04-10-52-43.png)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)