ବୌଦ୍ଧ ଜିଲ୍ଲା କଣ୍ଟାମାଳ ସିଗାଡି ଜଙ୍ଗଲରେ ଲୁଚିଛନ୍ତି ମାଓବାଦୀ । ୨୫ କ୍ୟାଡର ଲୁଚିଥିବା ସନ୍ଦେହ, କଡା ସୁରକ୍ଷା ସହ କୁମ୍ବିଂ ପାଇଁ ପ୍ରସ୍ତୁତି

Advertisment

ସେଠାରେ ସେମାନେ କ୍ୟାମ୍ପ କରି ଲୁଚି ରହିଥିଲେ। ତେବେ ମ୍ୟାପରେ କ୍ୟାମ୍ପର ଚିତ୍ର ଦେଖାଯିବା ପରେ ସନ୍ଦେହ ବଢ଼ିଛି। ଏହାପରେ ସୁରକ୍ଷାକର୍ମୀ ସମ୍ପୃକ୍ତ ଅଂଚଳ ଉପରେ ନଜର ରଖିଛନ୍ତି। ଏହାସହ ସମ୍ପୃକ୍ତ ଅଂଚଳରେ କୁମ୍ବିଂ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। 

5 naxal

5 naxal Photograph: (5 naxal)

କନକ ବ୍ୟୁରୋ : ବୌଦ୍ଧ ଜିଲ୍ଲାର କଣ୍ଟାମାଳ ଅଞ୍ଚଳର ସିଗାଡି ଜଙ୍ଗଲରେ ଲୁଚିଛନ୍ତି ମାଓବାଦୀ। ୨୫ ଜଣ ମାଓବାଦୀ ଲୁଚିଥିବା ସନ୍ଦେହ କରାଯାଉଛି। ଗତ ଦୁଇରୁ ତିନିଦିନ ହେଲା ଏମାନେ ସିଗାଡି ଜଙ୍ଗଲରେ ଲୁଚିଛନ୍ତି। ୨୫ଜଣ ଯାକ ଛତିଶଗଡି କ୍ୟାଡରର ମାଓବାଦୀ ବୋଲି କୁହାଯାଉଛି। ସେଠାରେ ସେମାନେ କ୍ୟାମ୍ପ କରି ଲୁଚି ରହିଥିଲେ। ତେବେ ମ୍ୟାପରେ କ୍ୟାମ୍ପର ଚିତ୍ର ଦେଖାଯିବା ପରେ ସନ୍ଦେହ ବଢ଼ିଛି। ଏହାପରେ ସୁରକ୍ଷାକର୍ମୀ ସମ୍ପୃକ୍ତ ଅଂଚଳ ଉପରେ ନଜର ରଖିଛନ୍ତି। ଏହାସହ ସମ୍ପୃକ୍ତ ଅଂଚଳରେ କୁମ୍ବିଂ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe