୨୦୨୬ସୁଦ୍ଧା ଦେଶରୁ ଶେଷ ହେବ ମାଓବାଦୀ ଭୟ । ଦିଲ୍ଲୀରେ ବଡ଼ ବୈଠକ ପରେ କେନ୍ଦ୍ର ଗୃହମନ୍ତ୍ରୀଙ୍କ ସୂଚନା

Advertisment

୨୦୨୬ ମାର୍ଚ୍ଚ ସୁଦ୍ଧା ଦେଶରୁ ନିପାତ ହେବେ ନକ୍ସଲ। ଆଜି ଦିଲ୍ଲୀରେ ନକ୍ସଲ ମୁକାବିଲା ସମ୍ପର୍କିତ ଏକ ଉଚ୍ଚସ୍ତରୀୟ ବୈଠକ ପରେ ଏହି ସୂଚନା ଦେଇଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ଶାହ। ଦେଶର ବିଭିନ୍ନ ରାଜ୍ୟରେ କିଭଳି ନକ୍ସଲ

୨୦୨୬ ମାର୍ଚ୍ଚ ସୁଦ୍ଧା ଦେଶରୁ ନିପାତ ହେବେ ନକ୍ସଲ। ଆଜି ଦିଲ୍ଲୀରେ ନକ୍ସଲ ମୁକାବିଲା ସମ୍ପର୍କିତ ଏକ ଉଚ୍ଚସ୍ତରୀୟ ବୈଠକ ପରେ ଏହି ସୂଚନା ଦେଇଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ଶାହ। ଦେଶର ବିଭିନ୍ନ ରାଜ୍ୟରେ କିଭଳି ନକ୍ସଲ

3ି

କନକ ବ୍ୟୁରୋ : ୨୦୨୬ ମାର୍ଚ୍ଚ ସୁଦ୍ଧା ଦେଶରୁ ନିପାତ ହେବେ ନକ୍ସଲ। ଆଜି ଦିଲ୍ଲୀରେ ନକ୍ସଲ ମୁକାବିଲା ସମ୍ପର୍କିତ ଏକ ଉଚ୍ଚସ୍ତରୀୟ ବୈଠକ ପରେ ଏହି ସୂଚନା ଦେଇଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ଶାହ। ଦେଶର ବିଭିନ୍ନ ରାଜ୍ୟରେ କିଭଳି ନକ୍ସଲ ମାନଙ୍କ ପ୍ରାଦୁର୍ଭାବ ରହିଛି, ସେନେଇ ସମୀକ୍ଷା କରିଥିଲେ ଅମିତ୍ ଶାହ । ଓଡ଼ିଶା ସମେତ ୮ଟି ରାଜ୍ୟର ମୁଖ୍ୟମନ୍ତ୍ରୀ ଏହି ବୈଠକରେ ଯୋଗ ଦେଇଥିଲେ । ଅମିତ୍ ଶାହଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ଓଡିଶା, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ବିହାର, ଛତିଶଗଡ, ମହାରାଷ୍ଟ୍ର, ଝାଡଖଣ୍ଡ ଏବଂ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ସାମିଲ୍ ହୋଇଥିଲେ । 

କିଭଳି ଭାବେ ସାରା ଦେଶରୁ ମାଓବାଦୀ ମାନଙ୍କୁ ଦମନ କରାଯାଇପାରିବ, ସେଥିପାଇଁ କି କି ରଣନୀତି କରାଯିବ, ସେ ଉପରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ ଅମିତ୍ ଶାହ । ନିକଟରେ ଛତିଶଗଡ଼ରେ ଏକ ବଡ଼ ମାଓ ଅପରେସନ୍ ହୋଇଥିଲା । ସୁରକ୍ଷା ବାହିନୀର ଗୁଳିରେ ନିହତ ହୋଇଥିଲେ ୩୬ ଜଣ ମାଓବାଦୀ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe