କନକ ବ୍ୟୁରୋ: ଦିଲ୍ଲୀ ନିର୍ବାଚନ ତାରିଖ ଯେତେ ଯେତେ ପାଖେଇ ଆସୁଛି ପ୍ରତିଦ୍ବନ୍ଦିତା ସେତେ ତିବ୍ରତର ହେଉଛି । ନୂଆ ନୂଆ ପ୍ରତିଶ୍ରୁତି ଜାରି କରୁଛନ୍ତି ୩ ପ୍ରମୁଖ ଦଳ ବିଜେପି–ଆପ ଓ କଂଗ୍ରେସ । ଦିଲ୍ଲୀ ଭୋଟରଙ୍କୁ ନେଇ ପୂର୍ବରୁ ଅନେକ ପ୍ରତିଶ୍ରୁତି ବର୍ଷା କରିସାରିଛନ୍ତି ୩ ଦିଳ । ବିଶେଷ କରି ମହିଳାଙ୍କ ପାଇଁ ଅନେକ ଯୋଜନା ପ୍ରତିଶ୍ରୁତି ଦେଇଛନ୍ତି ୩ ଦଳ ।
କାହାର କେଉଁ ପ୍ରତିଶ୍ରୁତି?

Advertisment

ଆପ ଫୋକସରେ ମହିଳା

-    ମହିଳାଙ୍କ ପାଇଁ ସମ୍ମାନ ମହିଳା ସମ୍ମାନ ଯୋଜନା
-    ପ୍ରତି ମାସରେ ମହିଳାଙ୍କୁ ମିଳିବ ୨୧୦୦ ଟଙ୍କା
-    ସଂଜିବନୀ ଯୋଜନାରେ ମାଗଣା ସ୍ବାସ୍ଥ୍ୟ ସେବା
-    ବାର୍ଦ୍ଧକ୍ୟ ଭତ୍ତା ୨ ହଜାରରୁ ୨,୫୦୦ ଟଙ୍କା 
-    ମହିଳାଙ୍କ ପାଇଁ ବସରେ ମାଗଣା ଯାତ୍ରାର ସୁବିଧା
-    ୨୦୦ ୟୁନିଟ୍ ମାଗଣା ବିଜୁଳି ପ୍ରତିଶ୍ରୁତି

ବିଜେପି ଫୋକସରେ ମହିଳା

-    ମହିଳାଙ୍କ ପାଇଁ ମହିଳା ସମୃଦ୍ଦି ଯୋଜନା
-    ପ୍ରତି ମାସରେ ମହିଳାଙ୍କୁ ମିଳିବ ୨,୫୦୦ ଟଙ୍କା
-    ଆୟୁଷ୍ମାନ ଯୋଜନାରେ ମାଗଣା ସ୍ବାସ୍ଥ୍ୟସେବାଟ
-    ୧୦ ଲକ୍ଷ୍ୟ ଟଙ୍କାର ସ୍ବାସ୍ଥ୍ୟ ସେବା ପ୍ରତିଶ୍ରୁତି
-    ବାର୍ଦ୍ଧକ୍ୟ ଭତ୍ତା ମାସକୁ ୩,୦୦୦ ଟଙ୍କା 
-    ୨୦୦ ୟୁନିଟ୍ ମାଗଣା ବିଜୁଳି ପ୍ରତିଶ୍ରୁତି
-    ମହିଳାଙ୍କ ପାଇଁ ବସରେ ମାଗଣା ଯାତ୍ରା ସୁବିଧା

କଂଗ୍ରେସ ଫୋକସରେ ମହିଳା

-    ମହିଳାଙ୍କ ପାଇଁ ପ୍ୟାରୀ ଦିଦି ଯୋଜନା
-    ପ୍ରତି ମାସରେ ମହିଳାଙ୍କୁ ମିଳିବ ୨,୫୦୦ ଟଙ୍କା
-    ୨୫ ଲକ୍ଷ ଟଙ୍କା ମାଗଣା ସ୍ବାସ୍ଥ୍ୟ ସେବା ପ୍ରତିଶ୍ରୁତି
-    ୩୦୦ ୟୁନିଟ୍ ମାଗଣା ବିଜୁଳି ପ୍ରତିଶ୍ରୁତି