ମନ୍ତ୍ରିମଣ୍ଡଳ ଚର୍ଚ୍ଚା ଭିତରେ ଦିଲ୍ଲୀ ଗଲେ ମନମୋହନ ସାମଲ: ଜାତୀୟ ନେତୃତ୍ବଙ୍କୁ ଭେଟି କରିପାରନ୍ତି ଗୁରୁତ୍ବପୂର୍ଣ୍ଣ ଆଲୋଚନା

ପୂର୍ବରୁ ଦିଲ୍ଲୀ ଗସ୍ତରେ ଅଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ତେବେ ଏସବୁ ଭିତରେ ମନ୍ତ୍ରିମଣ୍ଡଳ ଅଦଳବଦଳକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଏହି ଚର୍ଚ୍ଚା ଭିତରେ ମନମୋହନ ସାମଲ ବାରମ୍ୱାର ଦିଲ୍ଲୀ ଗସ୍ତ କରିଛନ୍ତି ।

51

Photograph: (kanak news)

କନକ ବ୍ୟୁରୋ: ଦିଲ୍ଲୀ ଗଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ଶୀର୍ଷ ନେତୃତ୍ୱଙ୍କୁ ଭେଟିବା ପାଇଁ ଗଲେ ଦିଲ୍ଲୀ । ପୂର୍ବରୁ ଦିଲ୍ଲୀ ଗସ୍ତରେ ଅଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ତେବେ ଏସବୁ ଭିତରେ ମନ୍ତ୍ରିମଣ୍ଡଳ ଅଦଳବଦଳକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଏହି ଚର୍ଚ୍ଚା ଭିତରେ ମନମୋହନ ସାମଲ ବାରମ୍ୱାର ଦିଲ୍ଲୀ ଗସ୍ତ କରିଛନ୍ତି । ତେବେ ଏହାରି ଭିତରେ ଖବର ଆସୁଛି ଯେ ମନ୍ତ୍ରିମଣ୍ଡଳ ନିଷ୍ପତ୍ତି ପାଇଁ ଦିଲ୍ଲୀରେ ମାରାଥାନ ବୈଠକ ହେଉଥାଇପାରେ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe