କନକ ବ୍ୟୁରୋ : ନିଦ୍ୱର୍ନ୍ଦ୍ୱରେ ରାଜ୍ୟ ବିଜେପି ସଭାପତି ନିର୍ବାଚିତ ହେଲେ ମନମୋହନ ସାମଲ । ନବ ନିର୍ବାଚିତ ରାଜ୍ୟ ସଭାପତିଙ୍କ ନାଁ ବିଧିବଦ୍ଧ ଭାବେ ଘୋଷଣା କଲା ଦଳ । ଘୋଷଣା କଲେ ନିର୍ବାଚନ ପର୍ଯ୍ୟବେକ୍ଷକ ସଞ୍ଜୟ ଜୟସ୍ୱାଲ । ପୁଣି ଥରେ ମନମୋହନ ସାମଲ ହେଲେ ବିଜେପି ରାଜ୍ୟ ସଭାପତି । ଚତୁର୍ଥ ଥର ରାଜ୍ୟ ବିଜେପିର ମୁଖିଆ ହେଲେ ମନମୋହନ ସାମଲ । ମନମୋହନ ସାମଲଙ୍କ ଉପରେ ପୁଣି ଥରେ ଆସ୍ଥା ପ୍ରକଟ କରିଛି ଦଳ। ଏହାସହ ୩୨ ଜଣ ରାଷ୍ଟ୍ରୀୟ ପରିଷଦ ସଦସ୍ୟଙ୍କ ନାଁ ମଧ୍ୟ ଦଳ ଘୋଷଣା କରିଛି ଦଳ ।
ରାଜ୍ୟ ବିଜେପିର ମଙ୍ଗ ଧରିଲେ ମନମୋହନ ସାମଲ, ବିଧିବଦ୍ଧ ଘୋଷଣା କଲେ ରାଷ୍ଟ୍ରୀୟ ନିର୍ବାଚନ ପର୍ଯ୍ୟବେକ୍ଷକ
ପୁଣି ଥରେ ମନମୋହନ ସାମଲ ହେଲେ ବିଜେପି ରାଜ୍ୟ ସଭାପତି । ଚତୁର୍ଥ ଥର ରାଜ୍ୟ ବିଜେପିର ମୁଖିଆ ହେଲେ ମନମୋହନ ସାମଲ । ମନମୋହନ ସାମଲଙ୍କ ଉପରେ ପୁଣି ଥରେ ଆସ୍ଥା ପ୍ରକଟ କରିଛି ଦଳ। ଏହାସହ ୩୨ ଜଣ ରାଷ୍ଟ୍ରୀୟ ପରିଷଦ ସଦସ୍ୟଙ୍କ ନାଁ ମଧ୍ୟ ଦଳ ଘୋଷଣା କରିଛି ଦଳ ।
/kanak/media/media_files/2025/07/08/1-2025-07-08-13-44-38.jpg)