ମୁଖ୍ୟମନ୍ତ୍ରୀଙ୍କ ଘର ଉପରେ ଆକ୍ରମଣ, ୭ ବିଧାୟକଙ୍କୁ ବି ନିସ୍ତାର ନାହିଁ

ମୁଖ୍ୟମନ୍ତ୍ରୀଙ୍କ ଘର ଉପରେ ଆକ୍ରମଣ, ୭ ବିଧାୟକଙ୍କୁ ବି ନିସ୍ତାର ନାହିଁ ; ମଣିପୁରରେ ସୋସିଆଲ ମିଡିଆ ଉପରେ କଟକଣା

Manipurrr

କନକ ବ୍ୟୁରୋ: ପୁଣି ଥରେ ମଣିପୁରରେ ହିଂସା କାଣ୍ଡ ଘଟିଛି । ମେ÷ତେଇ ସମ୍ପ୍ରଦାୟର ଲୋକମାନେ ଇମ୍ଫାଲରେ ବହୁ ସଂଖ୍ୟାରେ ରାସ୍ତାକୁ ଓହ୍ଲାଇ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଭଙ୍ଗାରୁଜା କରିଥିଲେ । ଏହି ସମୟରେ ୭ ଜଣ ବିଧାୟକଙ୍କ ଘର ମଧ୍ୟ ଟାର୍ଗେଟ କରାଯାଇଥିଲା । ଉତ୍ତ୍ୟକ୍ତ ଜନତା ଏକ ଚର୍ଚ୍ଚ ଉପରେ ମଧ୍ୟ ଆକ୍ରମଣ କରିଥିଲେ । ମଣିପୁରରେ ବହୁ ସଂଖ୍ୟକ ସେନା ଓ ଅନ୍ୟାନ୍ୟ ସୁରକ୍ଷା ବାହିନୀ ମୁତୟନ ହେବା ପରେ ଏସବୁ ଘଟିଛି । ପରିସ୍ଥିତିର ଗମ୍ଭୀରତାକୁ ଦୃଷ୍ଟିରେ ରଖି ଏହି ସମୟରେ ସହରରେ ଇଣ୍ଟରନେଟ୍ ସେବାକୁ ବନ୍ଦ କରିଦିଆଯାଇଛି। କର୍ଫ୍ୟୁ ମଧ୍ୟ ଜାରି କରାଯାଇଛି।

ଉଗ୍ରବାଦୀମାନେ  ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଭଙ୍ଗାରୁଜା କରିଥିଲେ। ଏହି ସମୟରେ ୭ ଜଣ ବିଧାୟକଙ୍କ ଘର ମଧ୍ୟ ଟାର୍ଗେଟ କରିଥିଲେ । ଉତ୍ତ୍ୟକ୍ତ ଜନତା ଏକ ଚର୍ଚ୍ଚ ଉପରେ ମଧ୍ୟ ଆକ୍ରମଣ କରିଥିଲେ। ମଣିପୁରରେ ବହୁ ସଂଖ୍ୟକ ସେନା ଓ ଅନ୍ୟାନ୍ୟ ସୁରକ୍ଷାବାହିନୀ ମୁତୟନ ହେବା ପରେ ଏସବୁ ଘଟିଛି । ପରିସ୍ଥିତିର ଗମ୍ଭୀରତାକୁ ଦୃଷ୍ଟିରେ ରଖି ଏହି ସମୟରେ ସହରରେ ଇଣ୍ଟରନେଟ୍ ସେବାକୁ ବନ୍ଦ କରି ଦିଆଯାଇଛି। କର୍ଫ୍ୟୁ ମଧ୍ୟ ଜାରି କରାଯାଇଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe