ମଣିପୁର: ନଦୀରୁ ମିଳିଲା ୩ ନିଖୋଜଙ୍କ ମୃତ୍ୟୁଦେହ । ସୋମବାର ଶିବିରରେ ହୋଇଥିଲା ଅପହରଣ

Advertisment

ମଣିପୁରରେ ହିଂସା ପରେ ନିଖୋଜ ଥିବା ୬ଜଣଙ୍କ ମଧ୍ୟରୁ ୩ ଜଣଙ୍କ ମୃତଦେହ ନଦୀରେ ଭାସୁଥିବା ଅବସ୍ଥାରେ ମିଳିଛି। ଜଣେ ମହିଳା ଓ ୨ ଶିଶୁଙ୍କ ଶବ ଶୁକ୍ରବାର ନଦୀରୁ ଉଦ୍ଧାର କରିଛନ୍ତି ସ୍ଥାନୀୟ ଲୋକ। ସୋମବାର ହିଂସା ପରେ ଏମାନେ ସମସ୍ତେ ନିଖୋଜ ଥିଲେ। ସୋମବାର ସେନା ପୋଷାକରେ ଆସି ଉଗ୍ରବାଦୀମାନେ ସିଆରପିଏଫ୍ କ୍ୟାମ୍ପ ଉପରେ ଆକ୍ରମଣ କରିଥିଲେ

oo

କନକବ୍ୟୁରୋ : ମଣିପୁରରେ ହିଂସା ପରେ ନିଖୋଜ ଥିବା ୬ଜଣଙ୍କ ମଧ୍ୟରୁ ୩ ଜଣଙ୍କ ମୃତଦେହ ନଦୀରେ ଭାସୁଥିବା ଅବସ୍ଥାରେ ମିଳିଛି। ଜଣେ ମହିଳା ଓ ୨ ଶିଶୁଙ୍କ ଶବ ଶୁକ୍ରବାର ନଦୀରୁ ଉଦ୍ଧାର କରିଛନ୍ତି ସ୍ଥାନୀୟ ଲୋକ ।

ସୋମବାର ହିଂସା ପରେ ଏମାନେ ସମସ୍ତେ ନିଖୋଜ ଥିଲେ । ସୋମବାର ସେନା ପୋଷାକରେ ଆସି ଉଗ୍ରବାଦୀମାନେ ସିଆରପିଏଫ୍ କ୍ୟାମ୍ପ ଉପରେ ଆକ୍ରମଣ କରିଥିଲେ। ଏହି ସମୟରେ ୧୦ ଉଗ୍ରବାଦୀଙ୍କୁ ନିପାତ କରିବାରେ ସଫଳ ହୋଇଥିଲେ ସିଆରପିଏଫ ଯବାନ । ଏହି ସମୟରେ ଜିରୀବାମ ଜିଲ୍ଲାରେ ଅସ୍ଥାୟୀ ଶିବିରରେ ଆଶ୍ରୟ ନେଇଥିବା ଲୋକଙ୍କ ମଧ୍ୟରୁ ୬ଜଣ ନିଖୋଜ ହୋଇଥିଲେ। ମହିଳା ଓ ଶିଶୁଙ୍କୁ ଅପହରଣ କରି ନେଇଥିଲେ ଉଗ୍ରବାଦୀ ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe