vlcsnap-2024-12-31-20h08m05s655 Photograph: (vlcsnap-2024-12-31-20h08m05s655)
କନକ ବ୍ୟୁରୋ: କ୍ଷମା ମାଗିଲେ ମୁଖ୍ୟମନ୍ତ୍ରୀ । ୨୦୨୩ ମେ ମାସରୁ ମଣିପୁରରେ ଚାଲିଥିବା ହିଂସାକୁ ନେଇ ରାଜ୍ୟବାସୀଙ୍କୁ କ୍ଷମା ମାଗିଛନ୍ତି ବୀରେନ ସିଂ । ଭବିଷ୍ୟତରେ ରାଜ୍ୟପାଇଁ ଶାନ୍ତି ଓ ସଦଭାବନା ପାଇଁ ଚେଷ୍ଟା କରିବେ ଓ ଯେଉଁ ସ୍ଥିତି ରାଜ୍ୟ ସମ୍ମୁଖୀନ ହୋଇଛି ସେଥିପାଇଁ ସେ ଦୁଖିତ ।ଦୀର୍ଘ ଦେଢ଼ବର୍ଷରୁ ଅଧିକ ସମୟ ହେଲାଣି ମଣିପୁରରେ ସାମ୍ପ୍ରଦାୟିକ ହିଂସା ଚାଲିଛି ।ଶହ ଶହ ଲୋକଙ୍କ ଜୀବନ ଯିବା ସହ ହଜାର ସଂଖ୍ୟକ ନିଜ ଘର ଦ୍ବାରା ସମ୍ପୀକୀୟଙ୍କୁ ହରାଇଛନ୍ତି
Follow Us