କନକ ବ୍ୟୁରୋ: କ୍ଷମା ମାଗିଲେ ମୁଖ୍ୟମନ୍ତ୍ରୀ । ୨୦୨୩ ମେ ମାସରୁ ମଣିପୁରରେ ଚାଲିଥିବା ହିଂସାକୁ ନେଇ ରାଜ୍ୟବାସୀଙ୍କୁ କ୍ଷମା ମାଗିଛନ୍ତି ବୀରେନ ସିଂ । ଭବିଷ୍ୟତରେ ରାଜ୍ୟପାଇଁ ଶାନ୍ତି ଓ ସଦଭାବନା ପାଇଁ ଚେଷ୍ଟା କରିବେ ଓ ଯେଉଁ ସ୍ଥିତି ରାଜ୍ୟ ସମ୍ମୁଖୀନ ହୋଇଛି ସେଥିପାଇଁ ସେ ଦୁଖିତ ।ଦୀର୍ଘ ଦେଢ଼ବର୍ଷରୁ ଅଧିକ ସମୟ ହେଲାଣି ମଣିପୁରରେ ସାମ୍ପ୍ରଦାୟିକ ହିଂସା ଚାଲିଛି ।ଶହ ଶହ ଲୋକଙ୍କ ଜୀବନ ଯିବା ସହ ହଜାର ସଂଖ୍ୟକ ନିଜ ଘର ଦ୍ବାରା ସମ୍ପୀକୀୟଙ୍କୁ ହରାଇଛନ୍ତି
ମଣିପୁର ହିଂସା ପାଇଁ ରାଜ୍ୟବାସୀଙ୍କଠୁ କ୍ଷମା ମାଗିଲେ ମୁଖ୍ୟମନ୍ତ୍ରୀ । ଯତ୍ନଶୀଳ ହେବାକୁ ଦେଲେ ପ୍ରତିଶ୍ରୁତି ।
କ୍ଷମାପ୍ରାର୍ଥନା କଲେ ମୁଖ୍ୟମନ୍ତ୍ରୀ । ମଣିପୁର ହିଂସା ପାଇଁ ରାଜ୍ୟବାସୀଙ୍କଠୁ କ୍ଷମା ନିବେଦନ କଲେ ବିରେନ ସିଂ । ଆଗକୁ ରାଜ୍ୟର ସୁରକ୍ଷା, ବିକାଶ ଓ ଉନ୍ନତି ଦିଗରେ ଅଧିକ ଯତ୍ନଶୀଳ ହେବାକୁ ଦେଲେ ପ୍ରତିଶ୍ରୁତି ।
/kanak/media/media_files/2024/12/31/w22cbgvfD6LUlGic3i5Z.png)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/28/2025-04-28t103046215z-348267369_658890662730311_6089886170448266075_n.jpg)