ଆମ୍ବ ଟାକୁଆ ପ୍ରସଙ୍ଗ :ବିଜୟଙ୍କୁ ବିଶେଶ୍ୱରଙ୍କ ଜବାବ, କାହା ରୁଚିକୁ ନେଇ ରାଜନୀତି କରନ୍ତୁ ନାହିଁ

Advertisment

ଯେଉଁ ଲୋକ କହୁଛନ୍ତି ଖାଇବାକୁ ନ ପାଇ ଆମ୍ବ ଟାକୁଆ ଖାଉଛନ୍ତି ଏହା ଯୁକ୍ତିହୀନ ମନ୍ତବ୍ୟ । ରୁଚି କାରଣରୁ ସେ ଏଗୁଡା ଖାଉଛନ୍ତି , ଆମେ ମୟୁରଭଞ୍ଜରେ ବିଭିନ୍ନ ପ୍ରକାର ଜିନିଷ ଖାଉଥିଲୁ ତାର ଅର୍ଥ ନୁହେଁ ଆମେ ଅଭାବରେ ପଡ଼ି ଖାଉଥିଲୁ, ଏହା କେବଳ ରୁଚି ଥିଲା । କେହି ଏହାକୁ ରୋକ ଲଗେଇ ପାରିବେ ନାହିଁ

63h

କନକବ୍ୟୁରୋ : ଯେଉଁ ଲୋକ କହୁଛନ୍ତି ଖାଇବାକୁ ନ ପାଇ ଆମ୍ବ ଟାକୁଆ ଖାଉଛନ୍ତି ଏହା ଯୁକ୍ତିହୀନ ମନ୍ତବ୍ୟ ।   ରୁଚି କାରଣରୁ ସେ ଏଗୁଡା ଖାଉଛନ୍ତି , ଆମେ ମୟୁରଭଞ୍ଜରେ ବିଭିନ୍ନ ପ୍ରକାର ଜିନିଷ ଖାଉଥିଲୁ ତାର ଅର୍ଥ ନୁହେଁ ଆମେ ଅଭାବରେ ପଡ଼ି ଖାଉଥିଲୁ, ଏହା କେବଳ ରୁଚି ଥିଲା ।  କେହି ଏହାକୁ ରୋକ ଲଗେଇ ପାରିବେ ନାହିଁ, ତାଙ୍କର ମନେ ହେଲା ସେମାନେ ଖାଇଲେ , ସେ ଅସୁସ୍ଥ ହେବାରୁ କଣ ସରକାର ଦାୟୀ ?  ସେଥିରେ ରାଜନୀତି କରିବା କଥା ନୁହେଁ କିନ୍ତୁ ଯେଉଁମାନେ ଏହାକୁ ରାଜନୀତି କରୁଛନ୍ତି ସେମାନେ ଆଦିବାସୀ ସମାଜ ଉପରେ କେତେ କାମ କରିଛନ୍ତି  ?  ଏ ପ୍ରସଙ୍ଗରେ ସରକାରଙ୍କୁ ଟାର୍ଗେଟ କରି କହିଥିଲେ ବିଜୟ ମହାପାତ୍ର   

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe