କନକ ବ୍ୟୁରୋ : ମଇଦା ଓ ଅଟାରେ ପ୍ରସ୍ତୁତ ମ୍ୟାଗି ଆପଣ ଖାଇଥିବେ। କିନ୍ତୁ ମାଣ୍ଡିଆରେ ପ୍ରସ୍ତୁତ ମ୍ୟାଗି ଆପଣ କେବେ ଖାଇନଥିବେ । ଭୁବନେଶ୍ବରରେ ଅନୁଷ୍ଠିତ ଶ୍ରୀଅନ୍ନ ଓ ଖାଦ୍ୟ ସମ୍ମିଳନୀରେ ପ୍ରଦର୍ଶିତ ହୋଇଛି ମାଣ୍ଡିଆରେ ପ୍ରସ୍ତୁତ ମ୍ୟାଗି । ମାଣ୍ଡିଆ ଜାତୀୟ ଦ୍ରବ୍ୟର ପ୍ରଚାର ପ୍ରସାର କରିବା ହେଉଛି ଶ୍ରୀଅନ୍ନ ମେଳାର ଉଦ୍ଦେଶ୍ୟ । ଏଥିସହ ମାଣ୍ଡିଆ ଓ ଯଅରେ ପ୍ରସ୍ତୁତ ଚିପ୍ସ ବି ଶ୍ରୀଅନ୍ନ ମେଳାରେ ସ୍ଥାନ ପାଇଛି ।
ଶ୍ରୀଅନ୍ନ ସମ୍ମିଳନୀରେ ପ୍ରଦର୍ଶିତ ହେଲା ମାଣ୍ଡିଆ ମ୍ୟାଗି ; ଜାତୀୟ ଦ୍ରବ୍ୟର ପ୍ରଚାର ପ୍ରସାର ମେଳାର ଉଦ୍ଦେଶ୍ୟ
ମଇଦା ଓ ଅଟାରେ ପ୍ରସ୍ତୁତ ମ୍ୟାଗି ଆପଣ ଖାଇଥିବେ। କିନ୍ତୁ ମାଣ୍ଡିଆରେ ପ୍ରସ୍ତୁତ ମ୍ୟାଗି ଆପଣ କେବେ ଖାଇନଥିବେ । ଭୁବନେଶ୍ବରରେ ଅନୁଷ୍ଠିତ ଶ୍ରୀଅନ୍ନ ଓ ଖାଦ୍ୟ ସମ୍ମିଳନୀରେ ପ୍ରଦର୍ଶିତ ହୋଇଛି ମାଣ୍ଡିଆରେ ପ୍ରସ୍ତୁତ ମ୍ୟାଗି ।