ମାଲକାନଗିରିରେ ମଣ୍ଡି ଯନ୍ତ୍ରଣା : ଏମଭି ୧୧ ରାଜରାସ୍ତାରେ ଧାନ ରଖି ରାସ୍ତା ଅବରୋଧ

Advertisment

ମାଲକାନଗିରିରେ ଥମୁନି ମଣ୍ଡି ଯନ୍ତ୍ରଣା। ଏମଭି ୧୧ ରାଜରାସ୍ତାରେ ଧାନ ରଖି ରାସ୍ତା ଅବରୋଧ କଲେ ଚାଷୀ । ଫଳରେ ମାଲକାନଗିରି-ବାଲିମେଳା-ଚିତ୍ରକୋଣ୍ଡା ରାସ୍ତାରେ ଯାତାୟାତ ପ୍ରଭାବିତ ହୋଇଛି ।

ମାଲକାନଗିରିରେ ଥମୁନି ମଣ୍ଡି ଯନ୍ତ୍ରଣା। ଏମଭି ୧୧ ରାଜରାସ୍ତାରେ ଧାନ ରଖି ରାସ୍ତା ଅବରୋଧ କଲେ ଚାଷୀ । ଫଳରେ ମାଲକାନଗିରି-ବାଲିମେଳା-ଚିତ୍ରକୋଣ୍ଡା ରାସ୍ତାରେ ଯାତାୟାତ ପ୍ରଭାବିତ ହୋଇଛି ।

chasi

Photograph: (kanaknews)

କନକବ୍ୟୁରୋ  : ମାଲକାନଗିରିରେ ଥମୁନି ମଣ୍ଡି ଯନ୍ତ୍ରଣା। ଏମଭି ୧୧ ରାଜରାସ୍ତାରେ ଧାନ ରଖି ରାସ୍ତା ଅବରୋଧ କଲେ ଚାଷୀ । ଫଳରେ ମାଲକାନଗିରି-ବାଲିମେଳା-ଚିତ୍ରକୋଣ୍ଡା ରାସ୍ତାରେ ଯାତାୟାତ ପ୍ରଭାବିତ ହୋଇଛି । ସିନ୍ଧ୍ରିମାଳ ଓ ଗୌଡଗୁଡା ପଂଚାୟତ ଚାଷୀ ରାଜରାସ୍ତାରେ ଧାନବସ୍ତା ରଖି ରାସ୍ତା ଅବରୋଧ କରିଛନ୍ତି । ଗତ ଏକ ମାସ ଧରି ଧାନ ଉଠି ନଥିବା ଅଭିଯୋଗ କରିଛନ୍ତି ଚାଷୀ । ଏପରିକି ଟୋକନ ଅବଧି ସରିବାକୁ ଆସିଲାଣି ଯାହାକୁ ନେଇ ତାତିଛନ୍ତି ଚାଷୀ ।  ଏମଭି ୧୧ ମଣ୍ଡିରେ ୧୦ ହଜାର କ୍ବିଂଟାଲ ଧାନ ରହିଥିବା ବେଳେ ଧାନ ଉଠାଯାଇନାହିଁ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe