ସରୁନି ଚାଷୀଙ୍କ ଯନ୍ତ୍ରଣା । ଲଗାତାର ୩ ଦିନ ବର୍ଷା ବଢାଇଲା ଚିନ୍ତା । ମଣ୍ଡିରେ ଭିଜୁଛି ଶହ ଶହ କୁଇଣ୍ଟାଲ ଧାନ

ଯେଉଁଠି ଲଗାତାର ୩ ଦିନ ଧାନ ମଣ୍ଡିରେ ଭିଜି ଗଜା ଧରିଲାଣି। ଯାହାକୁ ନେଇ ଚିନ୍ତାରେ ଏବେ ଚାଷୀ। ସେବା ସମବାୟ ସମିତିର କର୍ମଚାରୀ ଅପେକ୍ଷା ଚାଷୀ ନିଜ ଧାନକୁ ଜଗି ବସିଛି। ସେପଟେ ମିଲର୍‌ର ଦେଖା ନାହିଁ। କିପରି ଚାଷୀର ଧାନ ସୁରକ୍ଷିତ ରହିବ ତାହା ଏବେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । 

ythhh

hygtfhythfdyg

କନକ ବ୍ୟୁରୋ : ସରୁନି ଚାଷୀର ଯନ୍ତ୍ରଣା । ମଣ୍ଡିରେ ପଡି ରହିଛି ଶହ ଶହ କୁଇଣ୍ଟାଲ ଧାନ। ବର୍ଷା ଜାରି ରହିଥିବା ବେଳେ ମଣ୍ଡିରେ ଭିଜୁଛି ଧାନ। ଖୋର୍ଦ୍ଧା ବୋଲଗଡ଼ ବ୍ଲକ ଗର୍ଭଣିପଡା ସେବା ସମବାୟ ସମିତିରୁ ଆସିଛି ଏଭଳି ଦୃଶ୍ୟ । ଯେଉଁଠି ଲଗାତାର ୩ ଦିନ ଧାନ ମଣ୍ଡିରେ ଭିଜି ଗଜା ଧରିଲାଣି। ଯାହାକୁ ନେଇ ଚିନ୍ତାରେ ଏବେ ଚାଷୀ। ସେବା ସମବାୟ ସମିତିର କର୍ମଚାରୀ ଅପେକ୍ଷା ଚାଷୀ ନିଜ ଧାନକୁ ଜଗି ବସିଛି। ସେପଟେ ମିଲର୍‌ର ଦେଖା ନାହିଁ। କିପରି ଚାଷୀର ଧାନ ସୁରକ୍ଷିତ ରହିବ ତାହା ଏବେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe