ନୟାପଲ୍ଲୀ ଫୁଟ୍ ଓଭର ବ୍ରିଜରେ ଫସିଗଲେ ବ୍ୟକ୍ତି : ଅନେକ ସମୟ ପରେ ହେଲେ ଉଦ୍ଧାର

Advertisment

ଅଣନିଃଶ୍ୱାସୀ ହୋଇ ଉଦ୍ଧାର ହେଲେ ନୟାପଲ୍ଲୀର ଶୁଭାଶିଷ ମହାରଣା । ସକାଳୁ ସକାଳୁ ବାପାଙ୍କୁ ରାସ୍ତା ପାର କରାଇ ଛାଡ଼ିବା ପରେ ଫୁଟ ଓଭରବ୍ରିଜ ଦେଇ ଆସୁଥିଲେ ।

ଅଣନିଃଶ୍ୱାସୀ ହୋଇ ଉଦ୍ଧାର ହେଲେ ନୟାପଲ୍ଲୀର ଶୁଭାଶିଷ ମହାରଣା । ସକାଳୁ ସକାଳୁ ବାପାଙ୍କୁ ରାସ୍ତା ପାର କରାଇ ଛାଡ଼ିବା ପରେ ଫୁଟ ଓଭରବ୍ରିଜ ଦେଇ ଆସୁଥିଲେ ।

Bridge

Bridge Photograph: (KanakNews)

କନକ ବ୍ୟୁରୋ : ଭୁବନେଶ୍ବର ନୟାପଲ୍ଲୀ ସ୍ଥିତ ଫୁଟ ଓଭର ବ୍ରିଜରେ ଫସିଗଲେ ବ୍ୟକ୍ତି । ଅଣନିଃଶ୍ୱାସୀ ହୋଇ ଉଦ୍ଧାର ହେଲେ ନୟାପଲ୍ଲୀର ଶୁଭାଶିଷ ମହାରଣା । ସକାଳୁ ସକାଳୁ ବାପାଙ୍କୁ ରାସ୍ତା ପାରs କରାଇ ଛାଡ଼ିବା ପରେ ଫୁଟ ଓଭରବ୍ରିଜ ଦେଇ ଆସୁଥିଲେ । ଆଉ ଠିକ୍ ସେତେବେଳେ ଲିଫ୍ଟରେ ଅଟକି ଯାଇଥିଲେ ବ୍ୟକ୍ତି ଜଣକ । ଅନେକ ସମୟ ପରେ ପୁଲିସ ଆସି ଲିଫ୍ଟରୁ ବ୍ୟକ୍ତିଙ୍କୁ ଉଦ୍ଧାର କରିଥିଲେ । ବ୍ୟକ୍ତିଜଣଙ୍କୁ ପରିବାର ସହ କ୍ୟାପିଟାଲ୍ ହସ୍ପିଟାଲକୁ ଚିକିତ୍ସା ପାଇଁ ପଠାଇ ଦିଆଯାଇଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe