କନକ ବ୍ୟୁରୋ : ଭୁବନେଶ୍ବର ନୟାପଲ୍ଲୀ ସ୍ଥିତ ଫୁଟ ଓଭର ବ୍ରିଜରେ ଫସିଗଲେ ବ୍ୟକ୍ତି । ଅଣନିଃଶ୍ୱାସୀ ହୋଇ ଉଦ୍ଧାର ହେଲେ ନୟାପଲ୍ଲୀର ଶୁଭାଶିଷ ମହାରଣା । ସକାଳୁ ସକାଳୁ ବାପାଙ୍କୁ ରାସ୍ତା ପାରs କରାଇ ଛାଡ଼ିବା ପରେ ଫୁଟ ଓଭରବ୍ରିଜ ଦେଇ ଆସୁଥିଲେ । ଆଉ ଠିକ୍ ସେତେବେଳେ ଲିଫ୍ଟରେ ଅଟକି ଯାଇଥିଲେ ବ୍ୟକ୍ତି ଜଣକ । ଅନେକ ସମୟ ପରେ ପୁଲିସ ଆସି ଲିଫ୍ଟରୁ ବ୍ୟକ୍ତିଙ୍କୁ ଉଦ୍ଧାର କରିଥିଲେ । ବ୍ୟକ୍ତିଜଣଙ୍କୁ ପରିବାର ସହ କ୍ୟାପିଟାଲ୍ ହସ୍ପିଟାଲକୁ ଚିକିତ୍ସା ପାଇଁ ପଠାଇ ଦିଆଯାଇଛି ।
ନୟାପଲ୍ଲୀ ଫୁଟ୍ ଓଭର ବ୍ରିଜରେ ଫସିଗଲେ ବ୍ୟକ୍ତି : ଅନେକ ସମୟ ପରେ ହେଲେ ଉଦ୍ଧାର
ଅଣନିଃଶ୍ୱାସୀ ହୋଇ ଉଦ୍ଧାର ହେଲେ ନୟାପଲ୍ଲୀର ଶୁଭାଶିଷ ମହାରଣା । ସକାଳୁ ସକାଳୁ ବାପାଙ୍କୁ ରାସ୍ତା ପାର କରାଇ ଛାଡ଼ିବା ପରେ ଫୁଟ ଓଭରବ୍ରିଜ ଦେଇ ଆସୁଥିଲେ ।
/kanak/media/media_files/2025/08/24/bridge-2025-08-24-12-27-36.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)