କନକ ବ୍ୟୁରୋ: ଏକ ତରଫା ପ୍ରେମର କରୁଣ ପରିଣତି । ମହିଳାଙ୍କ ପାଇଁ ଜୀବନ ହାରିଲେ ଯୁବକ। ମହିଳାଙ୍କ ସହ ପାଟିତୁଣ୍ଡ ପରେ ଭୁବନେଶ୍ବର ସାମପୁର ଅଞ୍ଚଳରେ ଥିବା ଏକ ଓୟୋ ହୋଟେଲ ଛାତରୁ ଡେଇଁ ପଡ଼ିଥିବା ଜଣାପଡିଛି। କିଛିଦିନ ତଳେ ଏକ ଡ୍ୟାନ୍ସ ପ୍ରୋଗ୍ରାମ ପାଇଁ ବିହାର ଯାଇଥିଲେ ଏହି ଗ୍ରୁପ। ୩ ମହିଳାଙ୍କୁ ନେଇ ଏକ ଡ୍ୟାନ୍ସ ଗ୍ରୁପ ଚଳାଉଥିଲେ ଯୁବକ। ନିଜ ପୁଅ ଓ ମହିଳାଙ୍କ ସହ ପ୍ରୋଗ୍ରାମ ସାରି ଫେରିବା ପରେ ସେମାନଙ୍କ ମଧ୍ୟରେ ଯୁକ୍ତିତର୍କ ଓ ପାଟିତୁଣ୍ଡ ହୋଇଥିଲା। ଏହା ପରେ ଏପରି ଘଟଣା ଘଟିଥିବା ଜଣାପଡ଼ିଛି। ମୃତଦେହକୁ ଜବତ କରି ଶବ ବ୍ୟବଛେଦ କରିବା ସହ ମହିଳାଙ୍କ ନୋଟିସ ଜାରି କରିଛି ଭରତପୁର ପୁଲିସ।
ଭୁବନେଶ୍ବରରେ ଚାଞ୍ଚଲ୍ୟ: ପ୍ରେମ ନିବେଦନ କରିବାକୁ ଯାଇ ହୋଟେଲ ଛାତରୁ ଡେଇଁପଡିଲେ ଯୁବକ
ଏକତରଫା ପ୍ରେମର କରୁଣ ପରିଣତି। ମହିଳାଙ୍କ ପାଇଁ ଜୀବନ ହାରିଲେ ଯୁବକ । ଭୁବନେଶ୍ବର ସାମପୁର ଅଞ୍ଚଳରେ ଓୟୋ ହୋଟେଲ ଛାତରୁ ଡେଇଁଲେ ଯୁବକ। ମୃତଦେହ ବ୍ୟବଚ୍ଛେଦ ସହ ମହିଳାଙ୍କୁ ଭରତପୁର ପୁଲିସର ନୋଟିସ।
/kanak/media/media_files/2024/12/15/U2UxecrAdDDz0QzDsfQP.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)