କାର ଧକ୍କାରେ ଜଣେ ଯୁବକର ମୃତ୍ୟୁ । ୩ ଜଣ ଭାଈ ଘରକୁ ଫେରୁଥିବା ସମୟରେ ପଛ ପଟୁ ଧକ୍କା ଦେଲା ଆଉ ଏକ କାର୍

Advertisment

କାର ଧକ୍କାରେ ଜଣେ ଯୁବକର ମୃତ୍ୟୁ  । ଗତକାଲି ବିଳମ୍ବିତ ରାତିରେ ଘଟିଛି ଘଟଣା  ।

କାର ଧକ୍କାରେ ଜଣେ ଯୁବକର ମୃତ୍ୟୁ  । ଗତକାଲି ବିଳମ୍ବିତ ରାତିରେ ଘଟିଛି ଘଟଣା  ।

Chhattisgarh-studefffnt-dies-in-road-accident-at-Selaqui

କନକ ବ୍ୟୁରୋ : କାର ଧକ୍କାରେ ଜଣେ ଯୁବକର ମୃତ୍ୟୁ  । ଗତକାଲି ବିଳମ୍ବିତ ରାତିରେ ଘଟିଛି ଘଟଣା  । ବୈରାଗୀପାଲି ରୁ ଏକ ବାଇକ ଯୋଗେ ୩ ଜଣ ଭାଈ ଘରକୁ ଫେରୁଥିବା ସମୟରେ ପଛ ପଟୁ ଏକ କାର ସେମାଙ୍କୁ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ଜଣେ ଭାଇଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୨ ଭାଈ ଗୁରୁତର ଆହତ ହୋଇ ଜ଼ିଲ୍ଲା ମୂଖ୍ୟ ଚିକିତ୍ସାଳୟ ରେ ଭର୍ତି  ହୋଇଛନ୍ତି  । ଘଟଣାର ଖବର ପାଇ ସଦର ଥାନା ପୋଲିସ ଜ଼ିଲ୍ଲା ମୂଖ୍ୟ ଚିକିତ୍ସାଳୟକୁ ପହଞ୍ଚି ମୃତ ଦେହ ଜବତ କରି  ତଦନ୍ତ ଆରମ୍ଭ କରିଛି  । ସେପଟେ ଦୁର୍ଘଟଣା ଘଟାଇ କାର ଚାଳକ ଫେରାର ହୋଇ ଯାଇଛି  ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe