ସାଇକେଲ୍ ଓ ଚପଲ ରଖି ଡେଇଁପଡିଲେ ଜନୈକ ବ୍ୟକ୍ତି । ଖୋଜାଖୋଜି ଜାରି ।

Advertisment

କେନ୍ଦ୍ରାପଡ଼ାରେ ଲୁଣା ନଦୀକୁ ଡେଇଁ ଯୁବକ ନିଖୋଜ । କାହିଁକି ଡେଇଁଲେ କାରଣ ଅସ୍ପଷ୍ଟ ରହିଛି ।

କେନ୍ଦ୍ରାପଡ଼ାରେ ଲୁଣା ନଦୀକୁ ଡେଇଁ ଯୁବକ ନିଖୋଜ । କାହିଁକି ଡେଇଁଲେ କାରଣ ଅସ୍ପଷ୍ଟ ରହିଛି ।

2େ

କନକ ବ୍ୟୁରୋ: ଲୁଣା ନଦୀକୁ ଡେଇଁ ଜନୈକ ବ୍ୟକ୍ତି ନିଖୋଜ । ଜନୈକ ବ୍ୟକ୍ତି ଜଣକ କେନ୍ଦ୍ରାପଡ଼ା ସଦର ଥାନା କରିଲୋପାଟଣା ସେତୁ ଉପରେ ସାଇକେଲ୍ ଓ ଚପଲ ରଖି ଡେଇଁ ପଡିଛନ୍ତି ।  ସେ ହେଲେ ୪୪ ବର୍ଷୀୟ ଚିନ୍ମୟ ନାୟକ । ତାଙ୍କ ଘର କୁଦାନଗରୀ ଥାନା ଅମୃତମଣି ପାଟଣା ଗାଁରେ । ତେବେ ଚିନ୍ମୟ ନଦୀକୁ କାହିଁକି ଡେଇଁଛନ୍ତି, ତାର କାରଣ ଜଣାପଡିନାହିଁ । ଘଟଣାସ୍ଥଳରେ କେନ୍ଦ୍ରାପଡ଼ା ସଦର ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତାଙ୍କ ସନ୍ଧାନ ଜାରି ରହିଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe