ପତ୍ନୀଙ୍କ ନିର୍ଯାତନା ସହିନପାରି ଆତ୍ମହତ୍ୟା କଲେ ; ମୃତ୍ୟୁ ପୂର୍ବରୁ ଭିଡିଓ କରି ପୋଷ୍ଟ କଲେ

ପତ୍ନୀଠୁ ଅତିଷ୍ଟ ହୋଇ ସ୍ବାମୀଙ୍କ ଆତ୍ମହତ୍ୟା । ଘଟଣା ବେଙ୍ଗାଲୁରର । ଦୀର୍ଘ ଅନେକ ଦିନ ପତ୍ନୀଙ୍କଠୁ ମାନସିକ ଓ ଶାରିରୀକ ନିର୍ୟାତନା ପାଇବା ପରେ ଅତୁଶ ଶ୍ରୀବାସ୍ତବ ନାମକ ଯୁବକ ଗଛରେ ଫାଶୀ ଦେଇ ଆତ୍ମହତ୍ୟା କରିଥିବା ଅଭିଯୋଗ

Screen Shot 2024-12-11 at 8.54.15 AM

କନକ ବ୍ୟୁରୋ: ପତ୍ନୀଠୁ ଅତିଷ୍ଟ ହୋଇ ସ୍ବାମୀଙ୍କ ଆତ୍ମହତ୍ୟା । ଘଟଣା ବେଙ୍ଗାଲୁରର । ଦୀର୍ଘ ଅନେକ ଦିନ ପତ୍ନୀଙ୍କଠୁ ମାନସିକ ଓ ଶାରିରୀକ ନିର୍ୟାତନା ପାଇବା ପରେ ଅତୁଶ ଶ୍ରୀବାସ୍ତବ ନାମକ ଯୁବକ ଗଛରେ ଫାଶୀ ଦେଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । 

ଘଟଣାସ୍ଥଳରୁ ପୁଲିସକୁ ମିଳିଛି ସୁଇସାଇଡ ନୋଟ । ଯେଉଁଥିରେ ଯୁବକ ତାଙ୍କ ପତ୍ନୀ ଏବଂ ସର୍ମ୍ପକୀୟଙ୍କ ଉପରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି । କୋଟି କୋଟି ଟଙ୍କା ଦାବି ସହ ମିଛ ମାମଲାରେ ଫଶାଯିବା ଭଳି ଅଭିଯୋଗ ରହିଛି ସୁଇସାଇଡ ନୋଟରେ । ତେବେ ପୁଲିସ ଛାନଭିନ ଆରମ୍ଭ କରିବା ସହ ସନ୍ଦିଗ୍ଧଙ୍କୁ ନେଇ ଜେରା କରୁଛି । ବେଙ୍ଗାଲୁରୁର ଏକ ଘରୋଇ କମ୍ପାନୀରେ ଅତୁଲ ବଡ ପଦରେ କାମ କରୁଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe