ପହଲଗାମ ଓ ମୁର୍ଶିଦାବାଦ ହିଂସା ଘଟଣାକୁ ନେଇ ମୋଦୀଙ୍କୁ ମମତାଙ୍କ ଟାର୍ଗେଟ, ମୋଦୀଙ୍କୁ ଦେଲେ ଆକ୍ଟି ପିଏମର ଆଖ୍ୟା

ସେପଟେ ରାଫେଲକୁ ନେଇ କଂଗ୍ରେସ ନେତା ଅଜୟ ରାଏଙ୍କ ବିବାଦୀୟ କଟାକ୍ଷ ।

ପହଲଗାମ ପଲିଟିକ୍ସ

ପହଲଗାମ ପଲିଟିକ୍ସ Photograph: (kanakNews)

କନକ ବ୍ୟୁରୋ:  ମୁର୍ଶିଦାବାଦ ହିଂସା ଓ ପହଲଗାମ ଆତଙ୍କୀ ଆକ୍ରମଣ ଘଟଣାକୁ ନେଇ ପ୍ରଧାନମନ୍ତ୍ରୀଙ୍କ ଉପରେ ବର୍ଷିଛନ୍ତି ମମତା ବାନାର୍ଜୀ । ହିଂସାକୁ ନେଇ ବିଜେପି ଘୃଣ୍ୟ ରାଜନୀତି କରୁଛି ।

ସେପଟେ ପହଲଗାମ ଆତଙ୍କୀ ଆକ୍ରମଣକୁ ନେଇ କେବଳ ବଡ ବଡ଼ କଥା ପ୍ରଧାନମନ୍ତ୍ରୀ କହୁଥିବା ମମତା ଆଜି କହିଛନ୍ତି । ଏଥିସହ  ଅଭିନୟରେ ମୋଦୀ ବେଶ ପାରଙ୍ଗମ କହି ଆକ୍ଷେପ କରିଛନ୍ତି 
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe