ମୁଣ୍ଡ ନେଲା ମ୍ୟାଲେରିଆ : ରାୟଗଡ଼ା କୁଲି ଆବାସିକ ବିଦ୍ୟାଳୟରେ ଚତୁର୍ଥ ଶ୍ରେଣୀ ଛାତ୍ରୀର ଜ୍ବରରେ ମୃତ୍ୟୁ ଅଭିଯୋଗ

Advertisment

ମ୍ୟାଲେରିଆରେ ଛାତ୍ରଙ୍କ ମୃତ୍ୟୁ ଅଭିଯୋଗ ।  ରାୟଗଡା ଜିଲ୍ଲାର କୁଲି ଆବାସିକ ବିଦ୍ୟାଳୟର ଚତୁର୍ଥ ଶ୍ରେଣୀ ଛାତ୍ରୀ ଦିବ୍ୟା ମାଣ୍ଡାଙ୍ଗି ଙ୍କ ମୃତ୍ୟୁ ହୋଇଛି ।  ଜ୍ଵରରେ ଆକ୍ରାନ୍ତ ହେବା ପରେ ତାଙ୍କୁ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡ଼ିକାଲ କଲେଜରେ ଭର୍ତ୍ତି କରାଯାଇଥିଲା

04

Photograph: (KANAKNEWS)

କନକବ୍ୟୁରୋ : ମ୍ୟାଲେରିଆରେ ଛାତ୍ରଙ୍କ ମୃତ୍ୟୁ ଅଭିଯୋଗ ।  ରାୟଗଡା ଜିଲ୍ଲାର କୁଲି ଆବାସିକ ବିଦ୍ୟାଳୟର ଚତୁର୍ଥ ଶ୍ରେଣୀ ଛାତ୍ରୀ ଦିବ୍ୟା ମାଣ୍ଡାଙ୍ଗି ଙ୍କ ମୃତ୍ୟୁ ହୋଇଛି ।  ଜ୍ଵରରେ ଆକ୍ରାନ୍ତ ହେବା ପରେ ତାଙ୍କୁ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଥିଲା  । ସେଠାରେ ତାଙ୍କର ମୃତ୍ୟୁ ହୋଇଛି । ହଷ୍ଟେଲ ମୁଖ୍ୟଙ୍କ ଅବହେଳା  ଯୋଗୁଁ ଝିଅର ମୃତ୍ୟୁ ହୋଇଥିବା ନେଇ ପରିବାର ଲୋକେ ଅଭିଯୋଗ କରିଛନ୍ତି ।  ଛାତ୍ରୀଙ୍କ ମୃତଦେହକୁ ସ୍କୁଲ ସାମନାରେ ରଖିଛନ୍ତି  । ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି  ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe