ମେଜରଙ୍କ ବାନ୍ଧବୀଙ୍କ ହୋଇପାରେ ଲାଏ ଡିଟେକ୍ସନ ଟେଷ୍ଟ୍ । ସାଇବର କମ୍ପେ୍ଲକ୍ସରେ ପୁଲିସ ଡିଜି

Advertisment

ଭରତପୁର ମେଜର ଓ ପୋଲିସ କଳି ମାମତା ନୂଆ ମୋଡ ନେବାରେ ଲାଗିଛି । ଯେତେ ଯେତେ ସମୟ ବିତୁଛି ସେତେ ସେତେ ନୂଆ ନୂଆ ଅପଡେଟ୍ ସାମ୍ନାକୁ ଆସୁଛି । ବର୍ତ୍ତମାନ ମିଳିଥିବା ଗୁପ୍ତ ସୂଚନା ଅନୁସାରେ ମେଜର ବାନ୍ଧବୀଙ୍କ ଲାଏ ଡିଟେକ୍ସନ୍ ଟେଷ୍ଟା ହୋଇପାରେ । 

Bandhabi

କନକ ବ୍ୟୁରୋ : ଭରତପୁର ମେଜର ଓ ପୋଲିସ କଳି ମାମତା ନୂଆ ମୋଡ ନେବାରେ ଲାଗିଛି । ଯେତେ ଯେତେ ସମୟ ବିତୁଛି ସେତେ ସେତେ ନୂଆ ନୂଆ ଅପଡେଟ୍ ସାମ୍ନାକୁ ଆସୁଛି । ବର୍ତ୍ତମାନ ମିଳିଥିବା ଗୁପ୍ତ ସୂଚନା ଅନୁସାରେ ମେଜର ବାନ୍ଧବୀଙ୍କ ଲାଏ ଡିଟେକ୍ସନ୍ ଟେଷ୍ଟା ହୋଇପାରେ । 

ସାଇବର କମ୍ପେ୍ଲକ୍ସରେ ପୁଲିସ ଡିଜି ୱାଇ ବି ଖୁରାନିଆ । କ୍ରାଇମବ୍ରାଞ୍ଚ ଆଇଜି ସିଫିନ ଅହମ୍ମଦଙ୍କ ସହ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିଛନ୍ତି ଡିଜିପି ୱାଇ ବି ଖୁରାନିଆ । ଭରତପୁର ମାମଲାରେ ତଦନ୍ତର ଅଗ୍ରଗତି ନେଇ କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରାଙ୍କ ସହ ବି ଆଲୋଚନା କରିଛନ୍ତି । ଅନ୍ୟପଟେ ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଆଧାରରେ, ମେଜରଙ୍କ ବାନ୍ଧବୀଙ୍କ ହୋଇପାରେ ଲାଏ ଡିଟେକ୍ସନ ଟେଷ୍ଟ୍ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe