ଭରତପୁର ଥାନାରେ ମେଜରଙ୍କ ବାନ୍ଧବୀଙ୍କୁ ମାଡ଼ ଘଟଣା । ସିଆଇଡିକୁ ରିପୋର୍ଟ ମାଗିଲା ଜାତୀୟ ମହିଳା କମିଶନ

Advertisment

ଥାନାରେ ଥାର୍ଡ ଡିଗ୍ରୀ ପରେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ଯୁବତୀ । ହସ୍ପିଟାଲରୁ ତାଙ୍କ ପ୍ରଥମ ଭିଡିଓ ଏବେ ସାମ୍ନାକୁ ଆସିଛି । ଯୁବତୀଙ୍କ ଦେହରେ ରହିଛି ଏକାଧିକ ଆଘାତ ଚିହ୍ନ । ହାତରେ ପ୍ଲାଷ୍ଟର ଗୁଡା ହୋଇଥିବା ମଧ୍ୟ ଦେଖିବାକୁ ମିଳିଛି । 

ùZþ}ðc

କନକ ବ୍ୟୁରୋ :  ମେଜରଙ୍କ ବାନ୍ଧବୀଙ୍କୁ ମାଡ଼ ଘଟଣାରେ ରିପୋର୍ଟ ମାଗିଲେ ଜାତୀୟ ମହିଳା କମିଶନ୍‌ । ସିଆଇଡିକୁ ରିପୋର୍ଟ ମାଗିଲା ଏନସିଡବ୍ଲୁ। ଯାହାକୁ ନେଇ ଆଜି ରିପୋର୍ଟ ଦେବ କ୍ରାଇମବ୍ରାଞ୍ଚ । ଏପଟେ ଘଟଣାକୁ ନେଇ ଆଜି ଯୁବତୀଙ୍କ ହେବ ବୟାନ ରେକର୍ଡ । ସେପଟେ ସାମ୍ନାକୁ ଆସିଲା ହସ୍ପିଟାଲରେ ଯୁବତୀଙ୍କ ଭିଡିଓ ।  ଥାନାରେ ଥାର୍ଡ ଡିଗ୍ରୀ ପରେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ଯୁବତୀ । ହସ୍ପିଟାଲରୁ ତାଙ୍କ ପ୍ରଥମ ଭିଡିଓ ଏବେ ସାମ୍ନାକୁ ଆସିଛି । ଯୁବତୀଙ୍କ ଦେହରେ ରହିଛି ଏକାଧିକ ଆଘାତ ଚିହ୍ନ । ହାତରେ ପ୍ଲାଷ୍ଟର ଗୁଡା ହୋଇଥିବା ମଧ୍ୟ ଦେଖିବାକୁ ମିଳିଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe