ଅନୁଗୁଳ ପୁଲିସକୁ ବଡ଼ ସଫଳତା : ଅପରେସନ ଅନ୍ୱେଷଣ ଜରିଆରେ ୫ ଦିନରେ ୨୦୧ ଜଣ ନିଖୋଜ ଶିଶୁ ଓ ମହିଳା ଉଦ୍ଧାର

ଉଦ୍ଧାର ପରେ ସମସ୍ତଙ୍କୁ ପରିବାର ଲୋକଙ୍କ ସହ ମିଶାଯାଇଛି । ଅନୁଗୁଳ ଜିଲ୍ଲାରେ ଅପରେସନ ଅନ୍ୱେଷଣରେ ମିଳିଥିବା ସଫଳତା ନେଇ ଅନୁଗୁଳ ଏସପି ରାହୁଲ ଜୈନଙ୍କ ସହ ଆଲୋଚନା କରିଛନ୍ତି ଆମ ପ୍ରତିନିଧି

Operation Anwesan

Operation Anwesan Photograph: (KanakNews)

କନକ ବ୍ୟୁରୋ : ଅନୁଗୁଳ ପୁଲିସକୁ ବଡ଼ ସଫଳତା । ଅପରେସନ ଅନ୍ୱେଷଣ ଜରିଆରେ ଗତ ୫ ଦିନରେ ୨୦୧ ଜଣ ନିଖୋଜ ଶିଶୁ ଓ ମହିଳାଙ୍କୁ ଉଦ୍ଧାର କରାଯାଇଛି । ଉଦ୍ଧାର ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରେ ୨୮ ଶିଶୁ ଓ ୧୭୩ ଜଣ ମହିଳା ଅଛନ୍ତି । ଉଦ୍ଧାର ପରେ ସମସ୍ତଙ୍କୁ ପରିବାର ଲୋକଙ୍କ ସହ ମିଶାଯାଇଛି । ଅନୁଗୁଳ ଜିଲ୍ଲାରେ ଅପରେସନ ଅନ୍ୱେଷଣରେ ମିଳିଥିବା ସଫଳତା ନେଇ ଅନୁଗୁଳ ଏସପି ରାହୁଲ ଜୈନଙ୍କ ସହ ଆଲୋଚନା କରିଛନ୍ତି ଆମ ପ୍ରତିନିଧି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe