କେନ୍ଦ୍ର କ୍ୟାବିନେଟରେ ପେନସନକୁ ନେଇ ବଡ ଯୋଜନା । କର୍ମଚାରୀଙ୍କ ପାଇଁ ନୂଆ ପେନସନ ଯୋଜନା

Advertisment

ଯଦି ୧୦ ବର୍ଷ କାମ କରିଥାନ୍ତି ତେବେ ସରକାରଙ୍କ ତରଫରୁ କର୍ମଚାରୀଙ୍କୁ ପ୍ରତିମାସରେ ୧୦ ହଜାର ଟଙ୍କା ପେନସନ ଯୋଗାଇ ଦେବେ । ପରିବାର ପେନସନ ୬୦ ପ୍ରତିଶତ ଦିଆଯିବ । ଏହି ଯୋଜନା ଏପ୍ରିଲ ପହିଲା ୨୦୨୫ ରୁ ଲାଗୁ ହେବ । 

Updated On

ଯଦି ୧୦ ବର୍ଷ କାମ କରିଥାନ୍ତି ତେବେ ସରକାରଙ୍କ ତରଫରୁ କର୍ମଚାରୀଙ୍କୁ ପ୍ରତିମାସରେ ୧୦ ହଜାର ଟଙ୍କା ପେନସନ ଯୋଗାଇ ଦେବେ । ପରିବାର ପେନସନ ୬୦ ପ୍ରତିଶତ ଦିଆଯିବ । ଏହି ଯୋଜନା ଏପ୍ରିଲ ପହିଲା ୨୦୨୫ ରୁ ଲାଗୁ ହେବ । 

ଅଦ୍ୟତନ ହୋଇଛି
ups of modiaaaaaaa

କନକ ବ୍ୟୁରୋ : କେନ୍ଦ୍ର କ୍ୟାବିନେଟ ପେନସନକୁ ନେଇ ବଡ଼ ଯୋଜନା କରିଛନ୍ତି । ୟୁପିଏସ୍ ବା ୟୁନିଫାଏଡ ପେନସନ୍ ସ୍କିମକୁ କେନ୍ଦ୍ର କ୍ୟାବିନେଟ୍ ଅନୁମୋଦନ କରିଛନ୍ତି । ଏହି ନିଷ୍ପତ୍ତି ମୁତାବକ କର୍ମଚାରୀଙ୍କ ମୂଳ ଦରମାର ୫୦ ପ୍ରତିଶତ ପେନସନ ମିଳିବ । ଯଦି କର୍ମଚାରୀ ଜଣଙ୍କ ୨୫ ବର୍ଷ କାମ କରିଥାନ୍ତି ତେବେ ତାଙ୍କୁ ପୂରା ପେନସନ ମିଳିବ । ଯଦି ୧୦ ବର୍ଷ କାମ କରିଥାନ୍ତି ତେବେ ସରକାରଙ୍କ ତରଫରୁ କର୍ମଚାରୀଙ୍କୁ ପ୍ରତିମାସରେ ୧୦ ହଜାର ଟଙ୍କା ପେନସନ ଯୋଗାଇ ଦେବେ । ପରିବାର ପେନସନ ୬୦ ପ୍ରତିଶତ ଦିଆଯିବ । ଏହି ଯୋଜନା ଏପ୍ରିଲ ପହିଲା ୨୦୨୫ ରୁ ଲାଗୁ ହେବ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe