କନକ ବ୍ୟୁରୋ : ଛତିଶଗଡ ତେଲେଙ୍ଗାନା ସୀମାରେ ବଡ ଅପରେସନ୍ । କୁଖ୍ୟାତ୍ ମାଓନେତାଙ୍କୁ ଧରିବା ଲାଗି ବଡ଼ ଅପରେସନ୍ ଆରମ୍ଭ । ବିଜାପୁର ଓ ଭଦ୍ରାଚଲମ ସୀମାବର୍ତ୍ତୀ କରିଗେଟାଲ ଜଂଗଲରେ ଅପରେସନ୍ କରାଯାଉଛି । ଅପରେସନ୍ରେ ବାୟୁସେନାର ହେଲିକପ୍ଟର ସାମିଲ ହୋଇଛି । ଅତ୍ୟାଧୁନିକ ଡ୍ରୋନ ସହାୟତାରେ ମାଓ ଗତିବିଧି ଉପରେ ନଜର ରଖାଯାଇଛି । ତେଲେଙ୍ଗାନା ଗ୍ରେହାଉଣ୍ଡ ଓ ଛତିଶଗଡ ଡିଆରଜି ଓ କୋବ୍ରା ଯବାନ ଅପରେସନ୍ରେ ସାମିଲ ହୋଇଛନ୍ତି ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us