ରାଉରକେଲାରେ ବଡ଼ ଏନକାଉଣ୍ଟର : ୨ ଅପରାଧୀଙ୍କୁ ପୋଲିସର ଗୁଳିମାଡ଼, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି

ରାଉରକେଲାରେ ଡବଲ ଏନକାଉଣ୍ଟର, ଡକାୟତି ପାଇଁ ଆସିଥିବା ବେଳେ ଦୁଇ ଜଣଙ୍କୁ ପୋଲିସ ଏନକାଉଣ୍ଟର କରିଛି  । 

rourkela 12334678

Photograph: (KANAK NEWS)

କନକବ୍ୟୁରୋ : ରାଉରକେଲାରେ ଡବଲ ଏନକାଉଣ୍ଟର  । ଡକାୟତି ପାଇଁ ଆସିଥିବା ବେଳେ ଦୁଇ ଜଣଙ୍କୁ ପୋଲିସ ଏନକାଉଣ୍ଟର କରିଛି । ବିସ୍ରା ଥାନା ଦୁର୍ଗରୁ ଢାବା ମାଲିକଙ୍କୁ ବନ୍ଧୁକ ମୁନରେ ଡକାୟତି କରି ଫେରାର ମାରୁଥିବା ବେଳେ ଏନକାଉଣ୍ଟର ହୋଇଛି । ୨୦ ହଜାର ଟଙ୍କା ନେଇ ଫେରାର ହେବା ବେଳେ ଏନକାଉଣ୍ଟର ହୋଇଛି । ଦୁଇ ଡକାୟତଙ୍କୁ ଗୁରୁତର ଅବସ୍ଥାରେ ଆରଜିଏଚରେ ଭର୍ତ୍ତି  କରାଯାଇଛି ।
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Subscribe