କନକବ୍ୟୁରୋ : ରାଉରକେଲାରେ ଡବଲ ଏନକାଉଣ୍ଟର । ଡକାୟତି ପାଇଁ ଆସିଥିବା ବେଳେ ଦୁଇ ଜଣଙ୍କୁ ପୋଲିସ ଏନକାଉଣ୍ଟର କରିଛି । ବିସ୍ରା ଥାନା ଦୁର୍ଗରୁ ଢାବା ମାଲିକଙ୍କୁ ବନ୍ଧୁକ ମୁନରେ ଡକାୟତି କରି ଫେରାର ମାରୁଥିବା ବେଳେ ଏନକାଉଣ୍ଟର ହୋଇଛି । ୨୦ ହଜାର ଟଙ୍କା ନେଇ ଫେରାର ହେବା ବେଳେ ଏନକାଉଣ୍ଟର ହୋଇଛି । ଦୁଇ ଡକାୟତଙ୍କୁ ଗୁରୁତର ଅବସ୍ଥାରେ ଆରଜିଏଚରେ ଭର୍ତ୍ତି କରାଯାଇଛି ।
ରାଉରକେଲାରେ ବଡ଼ ଏନକାଉଣ୍ଟର : ୨ ଅପରାଧୀଙ୍କୁ ପୋଲିସର ଗୁଳିମାଡ଼, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
ରାଉରକେଲାରେ ଡବଲ ଏନକାଉଣ୍ଟର, ଡକାୟତି ପାଇଁ ଆସିଥିବା ବେଳେ ଦୁଇ ଜଣଙ୍କୁ ପୋଲିସ ଏନକାଉଣ୍ଟର କରିଛି ।
/kanak/media/media_files/2025/04/25/EAAqS2PLwSrhHyPaBq4B.jpg)