ଅର୍ପଣ ଚାଉଳକୁ ନେଇ ବଡ଼ ନିଷ୍ପତ୍ତି; ମହାପ୍ରସାଦ ପାଇଁ ଅନୁପଯୋଗୀ ଚାଉଳକୁ ଟେଣ୍ଡର ଡାକି କରାଯିବ ବିକ୍ରି

Advertisment

ମହାପ୍ରସାଦ ପାଇଁ ଯୋଗ୍ୟ ଚାଉଳ ବ୍ୟବହାର ହୋଇଛି । ଏବେ ବଳକା ଚାଉଳକୁ ଟେଣ୍ଡର କରି ନିଲାମ କରିବାକୁ ନିଷ୍ପତି ନେଇଛି ଜିଲ୍ଲା ପ୍ରଶାସନ ।

ମହାପ୍ରସାଦ ପାଇଁ ଯୋଗ୍ୟ ଚାଉଳ ବ୍ୟବହାର ହୋଇଛି । ଏବେ ବଳକା ଚାଉଳକୁ ଟେଣ୍ଡର କରି ନିଲାମ କରିବାକୁ ନିଷ୍ପତି ନେଇଛି ଜିଲ୍ଲା ପ୍ରଶାସନ ।

arpana rice

କନକ ବ୍ୟୁରୋ : ଅର୍ପଣ ଚାଉଳକୁ ନେଇ ପ୍ରଶାସନର ବଡ଼ ନିଷ୍ପତ୍ତି । ମହାପ୍ରସାଦ ପାଇଁ ଯୋଗ୍ୟ ଚାଉଳ ବ୍ୟବହାର ହୋଇଛି । ଏବେ ବଳକା ଚାଉଳକୁ ଟେଣ୍ଡର କରି ନିଲାମ କରିବାକୁ ନିଷ୍ପତି ନେଇଛି ଜିଲ୍ଲା ପ୍ରଶାସନ । ଏହି ସୂଚନା ଦେଇଛନ୍ତି ପୁରୀ ଜିଲ୍ଲାପାଳ - ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ।

ସେ କହିଛନ୍ତି ଯାହା ମହାପ୍ରସାଦ ପାଇଁ ଉପଯୋଗୀ ଚାଉଳ ନୁହେଁ, ତାହାକୁ ଟେଣ୍ଡର କରି ସର୍ବସାଧାରଣରେ ନିଲାମ କରି ବିକ୍ରି କରାଯିବ । ଏନେଇ ଉପଜିଲ୍ଲାପାଲଙ୍କ ଅଧ୍ୟକ୍ଷତାରେ ଏକ କମଟି ଗଠନ କରାଯାଇଥିବା କହିଛନ୍ତି ଜିଲ୍ଲାପାଳ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe