ଅବକାରୀ ନୀତିରେ ବଡ଼ ପରିବର୍ତ୍ତନ । ବେଳାଭୂମିରେ ଏଣିକି ମଦ ମନା ।  ପୁରୀ ପୌରାଞ୍ଚଳରେ ମଦ କ୍ୟାବିନ ଖୋଲିବା ଉପରେ କଟକଣା

Advertisment

ହେଲେ ସରକାରଙ୍କ ନିଷ୍ପତ୍ତି ପରୋକ୍ଷରେ ସଂକେତ ଦେଇଛି ଶ୍ରୀକ୍ଷେତ୍ରଧାମ ପୁରୀରେ ଏଣିକି ମଦ ଉପରେ ସମ୍ପୂର୍ଣ୍ଣ ଉପରେ କଟକଣା ଲାଗିବାକୁ ଯାଉଛି।  ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତି ପରେ ପବିତ୍ର ପୁରୀରେ ବିଜୟ ଉତ୍ସବ ପାଳନ କରିଛନ୍ତି ବିଭିନ୍ନ ସଙ୍ଗଠନ। ପୌରାଣିକ ମହତ୍ତ୍ବ ରଖୁଥିବା ପୁରୀରେ ପୂରା ମଦ ବନ୍ଦ କରିବା ସପକ୍ଷରେ ମତ ବାଢିଛନ୍ତି ସେବାୟତ।

500

କନକ ବ୍ୟୁରୋ :  ପାଖାପାଖି ୨ ସପ୍ତାହ ପରେ ମୋହନ ସରକାର ବଦଳାଇଲେ ମଦନୀତି। ନୂଆ ମଦନୀତିରେ ପୁରୀକୁ ଫୋକସ କରିଛନ୍ତି ସରକାର। ଏବେ ବେଳାଭୂମିରେ ଖୋଲିବନି ଆଉ ମଦ କ୍ୟାବିନ। ପୁରୀ ପୌରାଞ୍ଚଳରେ ବି ମଦ କ୍ୟାବିନକୁ ନା କରିଛନ୍ତି ସରକାର। ପୁରୀରେ ମଦ କଟକଣା ନେଇ ବିଭିନ୍ନ ସଙ୍ଗଠନ ରାସ୍ତାକୁ ଓହ୍ଲାଇଥିଲେ। ସବୁଠୁ ବଡ କଥା ହେଲା ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରି ଅସନ୍ତୋଷ ଝାଡିଥିଲେ ଶଙ୍କରାଚାର୍ୟ୍ୟ। ଏହାର ୪୮ ଘଣ୍ଟା ପରେ ମଦନୀତିରେ ବଡ ପରିବର୍ତ୍ତନ ନେଇ ନିଷ୍ପତ୍ତି ସଂକ୍ରାନ୍ତ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ବିଜ୍ଞପ୍ତି ଆହୁରି କହୁଛି
-    ସାମାଜିକ, ଧାର୍ମିକ, ସାଂସ୍କୃତିକ ଦିଗକୁ ଦୃଷ୍ଟିରେ ରଖି ନିଆଯାଇଛି ନିଷ୍ପତ୍ତି
-    ରାଜ୍ୟର ଧାର୍ମିକ ଅନୁଷ୍ଠାନର ୫ କିମି ପରିଧି ମଧ୍ୟରେ ଖୋଲିବନି ମଦ କ୍ୟାବିନ

ହେଲେ ସରକାରଙ୍କ ନିଷ୍ପତ୍ତି ପରୋକ୍ଷରେ ସଂକେତ ଦେଇଛି ଶ୍ରୀକ୍ଷେତ୍ରଧାମ ପୁରୀରେ ଏଣିକି ମଦ ଉପରେ ସମ୍ପୂର୍ଣ୍ଣ ଉପରେ କଟକଣା ଲାଗିବାକୁ ଯାଉଛି।  ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତି ପରେ ପବିତ୍ର ପୁରୀରେ ବିଜୟ ଉତ୍ସବ ପାଳନ କରିଛନ୍ତି ବିଭିନ୍ନ ସଙ୍ଗଠନ। ପୌରାଣିକ ମହତ୍ତ୍ବ ରଖୁଥିବା ପୁରୀରେ ପୂରା ମଦ ବନ୍ଦ କରିବା ସପକ୍ଷରେ ମତ ବାଢିଛନ୍ତି ସେବାୟତ।

ଯଦିଓ ଚାରିଧାମ ଭିତରୁ ଶ୍ରୀକ୍ଷେତ୍ର ଅନ୍ୟତମ। ପର୍ୟ୍ୟଟନ ଦୃଷ୍ଟିରୁ ମଧ୍ୟ ଏହାର ଗୁରୁତ୍ବ କିଛି କମ ନାହିଁ। ଏବେ ସରକାରଙ୍କ ନିଷ୍ପତ୍ତି ଜଗନ୍ନାଥପ୍ରେମୀଙ୍କୁ ଆମୋଦିତ କରିଥିବା ବେଳେ ପର୍ୟ୍ୟଟନ ବିଭାଗ ପାଇଁ ଚିନ୍ତା ବଢାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe