ରାଜଧାନୀ ରାଜରାସ୍ତାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ଦୁର୍ବ୍ୟବହାର ଘଟଣା । ୭ ରୋଡ୍ ରୋମିଓଙ୍କୁ ବାନ୍ଧିଲା ପୋଲିସ

Advertisment

ଗତ ୧୫ ତାରିଖ ବିଳମ୍ବିତ ରାତିରେ ଏହି ରୋଡ୍ ରୋମିଓ ମାନେ ଅଶ୍ଳିଳ ଇଙ୍ଗିତ ସହ ଦୁର୍ବ୍ୟବହାର କରିଥିଲେ। ସମସ୍ତ ଅଭିଯୁକ୍ତ ଇଞ୍ଜିନିଅରିଂ ଛାତ୍ର । ସେମାନଙ୍କଠାରୁ ୧୧ଟି ମୋବାଇଲ୍ ଓ ଗୋଟିଏ ଗାଡି ଜବତ ହୋଇଛି। ଭୁବନେଶ୍ବର ଅତିରିକ୍ତ ଡିସିପି ପ୍ରେସମିଟ୍ କରି ଏହି ସୂଚନା ଦେଇଛନ୍ତି। 

etye

କନକ ବ୍ୟୁରୋ : ରାଜଧାନୀ ରାଜରାସ୍ତାରେ ମେଜର ଓ ବାନ୍ଧବୀଙ୍କୁ ଦୁର୍ବ୍ୟବହାର ଘଟଣା। ଅଭିଯୁକ୍ତ ୭ ଜଣ ରୋଡ୍ ରୋମିଓଙ୍କୁ ଗିରଫ କରିଛି ପୋଲିସ। ଗତ ୧୫ ତାରିଖ ବିଳମ୍ବିତ ରାତିରେ ଏହି ରୋଡ୍ ରୋମିଓ ମାନେ ଅଶ୍ଳିଳ ଇଙ୍ଗିତ ସହ ଦୁର୍ବ୍ୟବହାର କରିଥିଲେ। ସମସ୍ତ ଅଭିଯୁକ୍ତ ଇଞ୍ଜିନିଅରିଂ ଛାତ୍ର । ସେମାନଙ୍କଠାରୁ ୧୧ଟି ମୋବାଇଲ୍ ଓ ଗୋଟିଏ ଗାଡି ଜବତ ହୋଇଛି। ଭୁବନେଶ୍ବର ଅତିରିକ୍ତ ଡିସିପି ପ୍ରେସମିଟ୍ କରି ଏହି ସୂଚନା ଦେଇଛନ୍ତି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe