କେନ୍ଦ୍ର ସରକାରଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ, ୨୪୨ ବ୍ୟାଟିଂ ୱେବସାଇଟ୍ ଉପରେ ପ୍ରତିବନ୍ଧକ

Advertisment

ବର୍ତ୍ତମାନ ସୁଦ୍ଧା ୭୮୦୦ରୁ ଅଧିକ ବେଆଇ ବେଟିଂ ଓ ଗାମ୍ବଲିଂ ୱେବସାଇଟ୍‌ ଲିଙ୍କ୍‌କୁ ହଟାଯାଇଛି। ବେଆଇନ ଅନଲାଇନ୍ ବେଟିଂ ଓ ଗାମ୍ବଲିଂ ପ୍ଲାଟଫର୍ମରେ ହେଉଥିବା ଆର୍ଥିକ ଓ ସାମାଜିକ କ୍ଷତିରୁ ୟୁଜରମାନଙ୍କୁ ସୁରକ୍ଷା ଦେବା ଲାଗି ସରକାର ଏହି ପଦକ୍ଷେପ ଗ୍ରହଣ କରି ଆସୁଛନ୍ତି।

16bbs_101_16012026_111

କନକ ବ୍ୟୁରୋ : କେନ୍ଦ୍ର ସରକାର ଆଜି ୨୪୨ଟି ବେଆଇନ ବେଟିଂ ଓ ଗାମ୍ବଲିଂ ‌ୱେବସାଇଟ୍‌ ଲିଙ୍କ୍‌କୁ ନିଷିଦ୍ଧ କରିଛନ୍ତି। ଗତବର୍ଷ ଅଗଷ୍ଟରେ ସରକାର ରିଅଲ ମନି ଗେମିଂ ଆପ୍‌ ନିଷିଦ୍ଧ କରିଥିଲେ। ଏହା ପରେ ନୂଆ ପଦକ୍ଷେପ ନେଇଛନ୍ତି। ଫଳରେ ବର୍ତ୍ତମାନ ସୁଦ୍ଧା ୭୮୦୦ରୁ ଅଧିକ ବେଆଇ ବେଟିଂ ଓ ଗାମ୍ବଲିଂ ୱେବସାଇଟ୍‌ ଲିଙ୍କ୍‌କୁ ହଟାଯାଇଛି। ବେଆଇନ ଅନଲାଇନ୍ ବେଟିଂ ଓ ଗାମ୍ବଲିଂ ପ୍ଲାଟଫର୍ମରେ ହେଉଥିବା ଆର୍ଥିକ ଓ ସାମାଜିକ କ୍ଷତିରୁ ୟୁଜରମାନଙ୍କୁ ସୁରକ୍ଷା ଦେବା ଲାଗି ସରକାର ଏହି ପଦକ୍ଷେପ ଗ୍ରହଣ କରି ଆସୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe