କନକ ବ୍ୟୁରୋ : କେନ୍ଦ୍ର ସରକାର ଆଜି ୨୪୨ଟି ବେଆଇନ ବେଟିଂ ଓ ଗାମ୍ବଲିଂ ୱେବସାଇଟ୍ ଲିଙ୍କ୍କୁ ନିଷିଦ୍ଧ କରିଛନ୍ତି। ଗତବର୍ଷ ଅଗଷ୍ଟରେ ସରକାର ରିଅଲ ମନି ଗେମିଂ ଆପ୍ ନିଷିଦ୍ଧ କରିଥିଲେ। ଏହା ପରେ ନୂଆ ପଦକ୍ଷେପ ନେଇଛନ୍ତି। ଫଳରେ ବର୍ତ୍ତମାନ ସୁଦ୍ଧା ୭୮୦୦ରୁ ଅଧିକ ବେଆଇ ବେଟିଂ ଓ ଗାମ୍ବଲିଂ ୱେବସାଇଟ୍ ଲିଙ୍କ୍କୁ ହଟାଯାଇଛି। ବେଆଇନ ଅନଲାଇନ୍ ବେଟିଂ ଓ ଗାମ୍ବଲିଂ ପ୍ଲାଟଫର୍ମରେ ହେଉଥିବା ଆର୍ଥିକ ଓ ସାମାଜିକ କ୍ଷତିରୁ ୟୁଜରମାନଙ୍କୁ ସୁରକ୍ଷା ଦେବା ଲାଗି ସରକାର ଏହି ପଦକ୍ଷେପ ଗ୍ରହଣ କରି ଆସୁଛନ୍ତି।
କେନ୍ଦ୍ର ସରକାରଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ, ୨୪୨ ବ୍ୟାଟିଂ ୱେବସାଇଟ୍ ଉପରେ ପ୍ରତିବନ୍ଧକ
ବର୍ତ୍ତମାନ ସୁଦ୍ଧା ୭୮୦୦ରୁ ଅଧିକ ବେଆଇ ବେଟିଂ ଓ ଗାମ୍ବଲିଂ ୱେବସାଇଟ୍ ଲିଙ୍କ୍କୁ ହଟାଯାଇଛି। ବେଆଇନ ଅନଲାଇନ୍ ବେଟିଂ ଓ ଗାମ୍ବଲିଂ ପ୍ଲାଟଫର୍ମରେ ହେଉଥିବା ଆର୍ଥିକ ଓ ସାମାଜିକ କ୍ଷତିରୁ ୟୁଜରମାନଙ୍କୁ ସୁରକ୍ଷା ଦେବା ଲାଗି ସରକାର ଏହି ପଦକ୍ଷେପ ଗ୍ରହଣ କରି ଆସୁଛନ୍ତି।
/kanak/media/media_files/2026/01/16/16bbs_101_16012026_111-2026-01-16-23-15-30.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)