ପୁଣି ଘଟିଥାନ୍ତା ବଡ଼ ଦୁର୍ଘଟଣା, ମୁମ୍ବାଇ ବିମାନ ବନ୍ଦରରେ ଧକ୍କା ହେଲା ଏୟାର ଇଣ୍ଡିଆ ଓ ଇଣ୍ଡିଗୋ ବିମାନ

Advertisment

ଏୟାର ଇଣ୍ଡିଆ ବିମାନ କୋଏମ୍ୱାଟୁର ଅଭିମୁଖେ ଉଡ଼ାଣ ଆରମ୍ଭ କରିବାକୁ ପ୍ରସ୍ତୁତ ହେଉଥିବା । ଇଣ୍ଡିଗୋ ବିମାନ ହାଇଦ୍ରାବାଦରୁ ଆସି ରହଣି ସ୍ଥଳକୁ ଯାଉଥିଲା । ଡିଜିସିଏ ଅଧିକାରୀ ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଛନ୍ତି । ଦୁଇଟି ଯାକ ବିମାନର ଉଡ଼ାଣ ବାତିଲ କରାଯାଇଛି

13a

କନକ ବ୍ୟୁରୋ : ପୁଣି ଘଟିଥାନ୍ତା ବଡ଼ ବିମାନ ଦୁର୍ଘଟଣା । ନିଶ୍ଚିତ ବିପଦରୁ ଅଳ୍ପକେ ବର୍ତ୍ତିଲା ଦୁଇ ଦୁଇଟି ବିମାନ । ମୁମ୍ୱାଇ ବିମାନ ବନ୍ଦରରେ ଧକ୍କା ହେଲା ଏୟାର ଇଣ୍ଡିଆ ଓ ଇଣ୍ଡିଗୋ ବିମାନର ଡେଣା । ଏୟାର ଇଣ୍ଡିଆ ଏୟାରବସ୍  ଏ-୩୨୦ ଏବଂ ଇଣ୍ଡିଗୋ ଏ-୩୨୦ ବିମାନର ଡେଣା ଧକ୍କା ହୋଇ କ୍ଷତିଗ୍ରସ୍ତ ହୋଇଛି । ଏୟାର ଇଣ୍ଡିଆ ବିମାନ କୋଏମ୍ୱାଟୁର ଅଭିମୁଖେ ଉଡ଼ାଣ ଆରମ୍ଭ କରିବାକୁ ପ୍ରସ୍ତୁତ ହେଉଥିବା । ଇଣ୍ଡିଗୋ ବିମାନ ହାଇଦ୍ରାବାଦରୁ ଆସି ରହଣି ସ୍ଥଳକୁ ଯାଉଥିଲା । ଡିଜିସିଏ ଅଧିକାରୀ ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଛନ୍ତି । ଦୁଇଟି ଯାକ ବିମାନର ଉଡ଼ାଣ ବାତିଲ କରାଯାଇଛି

ପାଇଲଟ୍ ପିଇଥିଲେ ମଦ ଆଉ ତା ପରେ ଘଟିଲା...; କାନାଡାରୁ ନୂଆଦିଲ୍ଲୀ ଆସୁଥିଲା ଏୟାର ଇଣ୍ଡିଆ ବିମାନ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe