କନକ ବ୍ୟୁରୋ : ପୁଣି ଘଟିଥାନ୍ତା ବଡ଼ ବିମାନ ଦୁର୍ଘଟଣା । ନିଶ୍ଚିତ ବିପଦରୁ ଅଳ୍ପକେ ବର୍ତ୍ତିଲା ଦୁଇ ଦୁଇଟି ବିମାନ । ମୁମ୍ୱାଇ ବିମାନ ବନ୍ଦରରେ ଧକ୍କା ହେଲା ଏୟାର ଇଣ୍ଡିଆ ଓ ଇଣ୍ଡିଗୋ ବିମାନର ଡେଣା । ଏୟାର ଇଣ୍ଡିଆ ଏୟାରବସ୍ ଏ-୩୨୦ ଏବଂ ଇଣ୍ଡିଗୋ ଏ-୩୨୦ ବିମାନର ଡେଣା ଧକ୍କା ହୋଇ କ୍ଷତିଗ୍ରସ୍ତ ହୋଇଛି । ଏୟାର ଇଣ୍ଡିଆ ବିମାନ କୋଏମ୍ୱାଟୁର ଅଭିମୁଖେ ଉଡ଼ାଣ ଆରମ୍ଭ କରିବାକୁ ପ୍ରସ୍ତୁତ ହେଉଥିବା । ଇଣ୍ଡିଗୋ ବିମାନ ହାଇଦ୍ରାବାଦରୁ ଆସି ରହଣି ସ୍ଥଳକୁ ଯାଉଥିଲା । ଡିଜିସିଏ ଅଧିକାରୀ ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଛନ୍ତି । ଦୁଇଟି ଯାକ ବିମାନର ଉଡ଼ାଣ ବାତିଲ କରାଯାଇଛି
ପାଇଲଟ୍ ପିଇଥିଲେ ମଦ ଆଉ ତା ପରେ ଘଟିଲା...; କାନାଡାରୁ ନୂଆଦିଲ୍ଲୀ ଆସୁଥିଲା ଏୟାର ଇଣ୍ଡିଆ ବିମାନ
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/02/03/13a-2026-02-03-23-11-58.jpg)