ସମ୍ବଲପୁରରେ ଟ୍ରେନ୍‌ ଦୁର୍ଘଟଣା: ଏକ୍ସପ୍ରେସ୍ ଟ୍ରେନ୍‌ ଲାଇନଚ୍ୟୁତ

ସମ୍ବଲପୁର ସିଟି ଷ୍ଟେସନ ନିକଟରେ ଟ୍ରେନ୍‌ ଦୁର୍ଘଟଣା । ଭୁବନେଶ୍ୱରରୁ ସମ୍ବଲପୁର ଯାଉଥିଲା ଏକ ଟ୍ରେନ୍ । ଏହି ସମୟରେ ଟ୍ରେନ୍‌ର ଗୋଟିଏ ବଗି ଲାଇନଚ୍ୟୁତ ହୋଇଛି । ଯାତ୍ରୀଙ୍କୁ ଅନ୍ୟ ଏକ ବଗିକୁ ସ୍ଥାନାନ୍ତର କରାଯାଇଥିଲା । 

25-Train Durghatana

କନକ ବ୍ୟୁରୋ: ସମ୍ବଲପୁରରେ ମହିମା ଗୋସାଇଁ-ଶାଲିମାର ଏକ୍ସପ୍ରେସ୍‌ ଟ୍ରେନ୍‌ ଲାଇନଚ୍ୟୁତ । ସମ୍ବଲପୁର ସିଟି ଷ୍ଟେସନ ନିକଟରେ ଏହି ଦୁର୍ଘଟଣା ଘଟିଛି । ଭୁବନେଶ୍ୱରରୁ ସମ୍ବଲପୁର ଯାଉଥିଲା ଏହି ଟ୍ରେନ୍ । ଏହି ସମୟରେ ଟ୍ରେନ୍‌ର ଗୋଟିଏ ବଗି ଲାଇନଚ୍ୟୁତ ହୋଇଛି । ଯାତ୍ରୀଙ୍କୁ ଅନ୍ୟ ଏକ ବଗିକୁ ସ୍ଥାନାନ୍ତର କରିବା ପରେ ନିକଟସ୍ଥ କ୍ଷେତରାଜପୁର ରେଳ ଷ୍ଟେସନକୁ ନିଆଯାଇଛି । ଏହି ଦୁର୍ଘଟଣାରେ କାହାର କୌଣସି କ୍ଷୟକ୍ଷତି ହୋଇନଥିବା ସୂଚନା ମିଳିଛି । ବର୍ତ୍ତମାନ ଲାଇନ୍‌ ଚ୍ୟୁତ ବଗିର ମରାମତି କାର୍ଯ୍ୟ ଆରମ୍ଭ ହୋଇଛି । ଖୁବଶୀଘ୍ର ଲାଇନ୍‌ କ୍ଲିୟର ହେବ ବୋଲି କହିଛନ୍ତି ରେଳବାଇ ଅଧିକାରୀ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe