ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଜାରି ରହିଛି ସସ୍ପେନ୍ସ । କେନ୍ଦ୍ରମନ୍ତ୍ରୀ କହିଲେ, ସିନ୍ଦେଙ୍କୁ ମହାରାଷ୍ଟ୍ର ବାହାରକୁ ପଠାଇଦିଅ, ଜାଣନ୍ତୁ କାହିଁକି ଏମିତି କହିଲେ କେନ୍ଦ୍ରମନ୍ତ୍ରୀ

Advertisment

ଏକ ସାମ୍ବାଦିକ ସମ୍ମିଳନୀରେ ଅଠାୱଲେ କହିଛନ୍ତି କି, ଏକନାଥ ସିନ୍ଦେ ଯଦି ଉପମୁଖ୍ୟମନ୍ତ୍ରୀ ଭାବେ କାମ କରିବାକୁ ନଚାହୁଁଛନ୍ତି ତେବେ ତାଙ୍କୁ କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ସାମିଲ କରାଯାଉ । ଏହାସହ ସେ ଏକନାଥ ସିନ୍ଦେଙ୍କୁ ପରାମର୍ଶ ଦେଇ କହିଛନ୍ତି କି, ଅଢେଇ ବର୍ଷ ତଳେ ଯେଭଳି ଭାବେ ଦେବେନ୍ଦ୍ର ଫଡନଭିସ ଦୁଇପାଦ ପଛକୁ ଫେରିଥିଲେ, ସେହିଭଳି ସିନ୍ଦେ ମଧ୍ୟ ପଛକୁ ଫେରି ଉପମୁଖ୍ୟମନ୍ତ୍ରୀ ପଦରେ ସନ୍ତୋଷ୍ଟ ରୁହନ୍ତୁ । 

HGCFRTGRT

କନକ ବ୍ୟୁରୋ : ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ବିଜେପି ମେଣ୍ଟ ମହାୟୁତିକୁ ବହୁମତ ମିଳିଥିଲେ ବି କିଏ ହେବେ ମୁଖ୍ୟମନ୍ତ୍ରୀ ତାକୁ ନେଇ ସସ୍ପେନ୍ସ ଜାରି ରହିଛି । ଏକନାଥ ସିନ୍ଦେ, ଅଜିତ୍ ପାୱାର ଓ ଦେବେନ୍ଦ୍ର ଫଡନଭିସ ମୁଖ୍ୟମନ୍ତ୍ରୀ ଦୌଡରେ ରହିଛନ୍ତି । ହେଲେ ଦେବେନ୍ଦ୍ର ଫଡନଭିସ ମୁଖ୍ୟମନ୍ତ୍ରୀ ହେବେ ବୋଲି ଚର୍ଚ୍ଚା ହେଉଛି । ଯାହାକୁ ନେଇ ଏକନାଥ ସିନ୍ଦେ ଅସନ୍ତୋଷ ଥିବା କଥା କୁହାଯାଉଛି । ଏସବୁ ଭିତରେ କେନ୍ଦ୍ରମନ୍ତ୍ରୀ ରାମଦାଶ ଅଠାୱଲେଙ୍କ ବୟାନ ଏବେ ମହାରାଷ୍ଟ୍ର ମହାୟୁତିରେ ନିଆଁ ଲଗାଇ ଦେଇଛି । 

ଏକ ସାମ୍ବାଦିକ ସମ୍ମିଳନୀରେ ଅଠାୱଲେ କହିଛନ୍ତି କି, ଏକନାଥ ସିନ୍ଦେ ଯଦି ଉପମୁଖ୍ୟମନ୍ତ୍ରୀ ଭାବେ କାମ କରିବାକୁ ନଚାହୁଁଛନ୍ତି ତେବେ ତାଙ୍କୁ କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ସାମିଲ କରାଯାଉ । ଏହାସହ ସେ ଏକନାଥ ସିନ୍ଦେଙ୍କୁ ପରାମର୍ଶ ଦେଇ କହିଛନ୍ତି କି, ଅଢେଇ ବର୍ଷ ତଳେ ଯେଭଳି ଭାବେ ଦେବେନ୍ଦ୍ର ଫଡନଭିସ ଦୁଇପାଦ ପଛକୁ ଫେରିଥିଲେ, ସେହିଭଳି ସିନ୍ଦେ ମଧ୍ୟ ପଛକୁ ଫେରି ଉପମୁଖ୍ୟମନ୍ତ୍ରୀ ପଦରେ ସନ୍ତୋଷ୍ଟ ରୁହନ୍ତୁ । 

ନଭେମ୍ବର ୨୩ ତାରିଖରେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଫଳାଫଳ ଘୋଷଣା ହୋଇଥିଲା । ଏଥର ୨୮୮ ଆସନରୁ ଏକାକୀ ବିଜେପି ୧୩୨ ଆସନରେ ବିଜୟୀ ହୋଇଥିବା ବେଳେ ସିନ୍ଦେ ଗୋଷ୍ଠୀ ଶିବସେନାକୁ ୫୭ ଓ ଅଜିତ ପାୱାର ଗୋଷ୍ଠୀ ଏନସିପିକୁ ୪୧ ଆସନ ସହ ମୋଟ ମହାୟୁତି ମେଣ୍ଟକୁ ୨୩୫ ଆସନ ମିଳିଥିଲା । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe