ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା : ରାଜ୍ୟପାଳଙ୍କୁ ଭେଟି ପ୍ରଦାନ କଲେ ଇସ୍ତଫା

Advertisment

ମହାରାଷ୍ଟ୍ର ଗାଦି ହାତେଇବ କିଏ ? କିଏ ହେବେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ସେନେଇ ଆରମ୍ଭ ହୋଇଥିଲା ଚର୍ଚ୍ଚା । ଏହାପରେ ମୁଖ୍ୟମନ୍ତ୍ରୀ ଆସନ କାହାକୁ ମିଳିବ ସେନେଇ ଚର୍ଚ୍ଚା ବଢିଥିଲା । ଏହାରି ଭିତରେ ଆଜି ଏକନାଥ ସିନ୍ଦେ ଇସ୍ତଫା ପ୍ରଦାନ କରିଛନ୍ତି । ଆଜି ଶେଷ ହୋଇଛି ମହାରଷ୍ଟ୍ରର ବର୍ତ୍ତମାନ ସରକାରର

wk

କନକବ୍ୟୁରୋ : ମହାରାଷ୍ଟ୍ର  ଗାଦି ହାତେଇବ କିଏ  ? କିଏ ହେବେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ  ସେନେଇ ଆରମ୍ଭ ହୋଇଥିଲା ଚର୍ଚ୍ଚା ।  ଏହାପରେ ମୁଖ୍ୟମନ୍ତ୍ରୀ ଆସନ କାହାକୁ ମିଳିବ ସେନେଇ ଚର୍ଚ୍ଚା ବଢିଥିଲା  । ଏହାରି ଭିତରେ ଆଜି ଏକନାଥ ସିନ୍ଦେ ଇସ୍ତଫା ପ୍ରଦାନ କରିଛନ୍ତି  । ଆଜି ଶେଷ ହୋଇଛି ମହାରଷ୍ଟ୍ରର ବର୍ତ୍ତମାନ  ସରକାରର କାର୍ଯ୍ୟକାଳ ।  ଆଜି ନୂଆ ସରକାରଙ୍କ ସରୁଛି କାର୍ଯ୍ୟକାଳ , ଆଜି ଗଠନ ହେବା କଥା ନୁଆ ସରକାର କିନ୍ତୁ ଏଯାଏଁ ଚିତ୍ର ସ୍ପଷ୍ଟ ହୋଇନାହିଁ ଏପଟେ ଆଜି ସରକାର ଶେଷ ହେବା ପରେ ଏକନାଥ ସିନ୍ଦେ ଇସ୍ତଫା ପ୍ରଦାନ କରିଛନ୍ତି ରାଜ୍ୟପାଳଙ୍କୁ ଭେଟି   ।  କିନ୍ତୁ କିଏ ହାତେଇବେ ମୁଖ୍ୟମନ୍ତ୍ରୀ ଗାଦି ସେନେଇ ଆଜି ସନ୍ଧ୍ୟା ସୁଦ୍ଧା ହୋଇପାରେ ସ୍ପଷ୍ଟ ବୋଲି ଅନୁମାନ କରାଯାଉଛି  ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe