ଜବରଦଖଲକାରୀଙ୍କ କବଜାରେ ମହାନଦୀ ପଠା । ପ୍ଲଟିଂ କରି ଜମି ବିକ୍ରି କରୁଥିବା ଅଭିଯୋଗ

Advertisment

ବନ୍ୟା ସମୟରେ ଚାଷ ଜମି ଅତଡ଼ା ଖାଇ ମହାନଦୀରେ ମିଶିଯାଇଛି। ନିଜ ଜମି ଫେରି ପାଇବା ପାଇଁ ସରକାରଙ୍କ ନିକଟରେ ବର୍ଷ ବର୍ଷ ଧରି ନିବେଦନ କରି ଥକିଗଲେଣି ଚାଷୀ। ଏପଟେ ଜମି ମାଫିଆ ମାଟି ଗୋଡ଼ି ପକାଇ ରାସ୍ତା ନିର୍ମାଣ କରିବା ଆଳରେ ଜମି ଜବରଦଖଲ କରି ମାଲିକାନା ଦେଖାଉଛନ୍ତି। ତଦନ୍ତ କରି ଜବରଦଖଲ ଉଚ୍ଛେଦ କରାଯିବ ବୋଲି କହିଛନ୍ତି ସାଲେପୁର ତହସିଲଦାର।

GFGSTDSFD

GFSHSFD Photograph: (GHFDHDH)

କନକ ବ୍ୟୁରୋ : ଜବରଦଖଲକାରୀଙ୍କ କବଜାରେ ମହାନଦୀ ପଠା। ସରକାରୀ ଜମିକୁ କବଜା କରି ଶାଗମାଛ ଦରରେ ବ୍ୟବସାୟୀଙ୍କୁ ବିକ୍ରି କରୁଛନ୍ତି ଦଲାଲ। କଟକ ସାଲେପୁର ତହସିଲ ଅନ୍ତର୍ଗତ ଅତୋଡ଼ା ନଦୀ ପଠାରେ ଏଭଳି ବେଆଇନ ଜମି କାରବାର ଚାଲିଛି। ହେଲେ ଏଥିପ୍ରତି କାହାର ନିଘା ନାହିଁ। ଜିଲ୍ଲା ପ୍ରଶାସନ ଅଚିନ୍ତା ନିଦରେ ଶୋଇଛି ବୋଲି ଅଭିଯୋଗ ହୋଇଛି। ସ୍ଥାନୀୟ ବାସିନ୍ଦା ଓ ବୁଦ୍ଧିଜୀବୀ ପ୍ରତିବାଦର ସ୍ବର ଉଠାଇଛନ୍ତି

ବନ୍ୟା ସମୟରେ ଚାଷ ଜମି ଅତଡ଼ା ଖାଇ ମହାନଦୀରେ ମିଶିଯାଇଛି। ନିଜ ଜମି ଫେରି ପାଇବା ପାଇଁ ସରକାରଙ୍କ ନିକଟରେ ବର୍ଷ ବର୍ଷ ଧରି ନିବେଦନ କରି ଥକିଗଲେଣି ଚାଷୀ। ଏପଟେ ଜମି ମାଫିଆ ମାଟି ଗୋଡ଼ି ପକାଇ ରାସ୍ତା ନିର୍ମାଣ କରିବା ଆଳରେ ଜମି ଜବରଦଖଲ କରି ମାଲିକାନା ଦେଖାଉଛନ୍ତି। ତଦନ୍ତ କରି ଜବରଦଖଲ ଉଚ୍ଛେଦ କରାଯିବ ବୋଲି କହିଛନ୍ତି ସାଲେପୁର ତହସିଲଦାର।

ଏଥିପାଇଁ ଅନୁମତି ମିଳିଛି ନା ନାହିଁ? ଯଦି ମିଳିଛି କିଏ କେଉଁ ଆଧାରରେ ଦେଇଛି? ତାକୁ ନେଇ ବି ପ୍ରଶ୍ନ ଉଠୁଛି। ଜିଲ୍ଲା ପ୍ରଶାସନ ଏହାର ଉତ୍ତର ରଖିବାର ଆବଶ୍ୟକତା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe