ମହାନଦୀ ଜଳ ବିବାଦ ଘଟଣା; ମୋହନ ମାଝୀଙ୍କ ଚିଠିର ଉତ୍ତର ଦେଲେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ

Advertisment

ମହାନଦୀ ଜଳ ବିବାଦ ଘଟଣା । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଚିଠିର ଉତ୍ତର ରଖିଲେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେବ ସାଏ । କିଛି ଦିନ ତଳେ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମହାନଦୀ ଜଳ ବିବାଦ ନେଇ ଦୁଇ ରାଜ୍ୟ ମଧ୍ୟରେ ଆପୋଷ ବୁଝାମଣା ସମ୍ପର୍କରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ

MOHAN MAJHI

MOHAN MAJHI Photograph: (KANAK NEWS)

କନକ ବ୍ୟୁରୋ: ମହାନଦୀ ଜଳ ବିବାଦ ଘଟଣା । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଚିଠିର ଉତ୍ତର ରଖିଲେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେବ ସାଏ । କିଛି ଦିନ ତଳେ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମହାନଦୀ ଜଳ ବିବାଦ ନେଇ ଦୁଇ ରାଜ୍ୟ ମଧ୍ୟରେ ଆପୋଷ ବୁଝାମଣା ସମ୍ପର୍କରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ । ଆଉ ଏବେ ଏହି ଚିଠିର ଉତ୍ତର ରଖିଛନ୍ତି ଛତିଶଗଡ଼ ମୁଖ୍ୟମନ୍ତ୍ରୀ । 

letter
letter Photograph: (KANAK NEWS)

ଅନ୍ୟପଟେ ଆଜି ମହାନଦୀ ଟ୍ରିବ୍ୟୁନାଲର ଶୁଣାଣି ହେବାକୁ ଯାଉଛି । ଦୀର୍ଘ ଦିନ ପରେ ମହାନଦୀ ଜଳ ବିବାଦର ପୁଣି ଶୁଣାଣି ହେବ । ତେବେ ଟ୍ରିବ୍ୟୁନାଲରେ ଓଡ଼ିଶାର ଆଭିମୁଖ୍ୟ କଣ ରହିବ ତା ଉପରେ ରହିଛି ସମସ୍ତଙ୍କର ନଜର । ତେବେ ମହାନଦୀ ଜଳ ବିବାଦ ସମାଧାନ ପାଇଁ ଏହା ହେଉଛି ଟ୍ରିବ୍ୟୁନାଲର ୪୪ ତମ ଶୁଣାଣି । ତେବେ ଆପୋଷ ଆଲୋଚନା ଦ୍ୱାରା ମହାନଦୀ ବିବାଦର ସମାଧାନ ଏକ ଜଟିଳ ବ୍ୟାପାର ହୋଇପାରେ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe