କନକ ବ୍ୟୁରୋ : କେନ୍ଦ୍ରାପଡା ଜିଲ୍ଲା ତହସିଲଦାର ଶିବ ମଲ୍ଲିକ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ। ଗରଦପୁର ବ୍ଲକ ଅନ୍ତର୍ଯ୍ୟାମୀ ସ୍ବାଇଁଙ୍କ ନିକଟରୁ ଜମି ଜବରଦଖଲ ମୁକ୍ତ ଅର୍ଡର ବାହାର କରିବା ପାଇଁ ନେଉଥିଲେ ଲାଂଚ । ତହସିଲଦାର ଶିବ ମଲ୍ଲିକ ତହସିଲ କାର୍ଯ୍ୟାଳୟରେ ଥିବା ତାଙ୍କ ଅଫିସରେ ଲାଂଚ ନେଉଥିବା ବେଳେ ଭିଜିଲାନ୍ସ ମାଡିବସିଥିଲା। ତହସିଲଦାରଙ୍କର ପୈତୃକ ଘର , କ୍ବାଟର , ଅଫିସ କାର୍ଯ୍ୟାଳୟ ସମେତ ୬ ଟି ସ୍ଥାନରେ ଏକାସାଙ୍ଗରେ ଚଢାଉ ଚାଲିଛି। କଟକ ଓ କେନ୍ଦ୍ରାପଡାର ଭିଜିଲାନ୍ସ ଟିମ୍ ଏହି ଚଢାଉରେ ସାମିଲ ଅଛନ୍ତି ।
୨୦ ହଜାର ଟଙ୍କା ଲଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ମହାକାଳପଡ଼ା ତହସିଲଦାର, ବାସଭବନରେ ଚାଲିଛି ରେଡ୍
ତହସିଲଦାର ଶିବ ମଲ୍ଲିକ ତହସିଲ କାର୍ଯ୍ୟାଳୟରେ ଥିବା ତାଙ୍କ ଅଫିସରେ ଲାଂଚ ନେଉଥିବା ବେଳେ ଭିଜିଲାନ୍ସ ମାଡିବସିଥିଲା। ତହସିଲଦାରଙ୍କର ପୈତୃକ ଘର , କ୍ବାଟର
/kanak/media/media_files/2025/09/23/12-2025-09-23-16-54-13.jpg)