କନକ ବ୍ୟୁରୋ : ଗାଁରେ ପାଗଳ ମାଙ୍କଡ଼ ଆତଙ୍କ । ଗୋଡାଇ ଗୋଡାଇ ଲୋକଙ୍କୁ କରୁଛି ଆକ୍ରମଣ । ଧରିବାର ସମସ୍ତ ଉଦ୍ୟମ ଫେଲ୍ ମାରିଥିବା ବେଳେ ମାଙ୍କଡ଼ ଦୌରାତ୍ମ୍ୟ ବଢି ଚାଲିଛି । ବାଙ୍କୀ ଏନଏସି ୧୧ ନଂ ୱାର୍ଡରେ ପାଗଳ ମାଙ୍କଡ଼ ଆତଙ୍କ ଖେଳାଇଛି । ୱାର୍ଡର ଭୋଇ ସାହି ଓ ମାଳିସାହିରେ ଆତଙ୍କ ସୃଷ୍ଟି କରିଛି । ମାଙ୍କଡ଼ ଆକ୍ରମଣରେ ୭ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଗାଁର ଲୋକେ ଘରୁ ବାହାରିବାକୁ ଭୟ କରୁଛନ୍ତି । ହାତରେ ଠେଙ୍ଗାବାଡି ଧରି ମାଙ୍କଡ଼କୁ ଜଗୁଛନ୍ତି ଲୋକେ । ମାଙ୍କଡ଼ ଧରିବା ପାଇଁ ସ୍ଥାନୀୟ ଲୋକେ ବନବିଭାଗକୁ ନିବେଦନ କରିଛନ୍ତି ।
ବାଙ୍କୀ ଏନଏସି ୧୧ ନମ୍ବର ୱାର୍ଡରେ ପାଗଳ ମାଙ୍କଡ଼ ଆତଙ୍କ, ଗୋଟିଏ ସପ୍ତାହରେ ୭ ଜଣଙ୍କୁ କାମୁଡ଼ି କଲାଣି ଲହୁଲୁହାଣ
ବାଙ୍କୀ ଏନଏସି ୧୧ ନଂ ୱାର୍ଡରେ ପାଗଳ ମାଙ୍କଡ଼ ଆତଙ୍କ ଖେଳାଇଛି । ୱାର୍ଡର ଭୋଇ ସାହି ଓ ମାଳିସାହିରେ ଆତଙ୍କ ସୃଷ୍ଟି କରିଛି । ମାଙ୍କଡ଼ ଆକ୍ରମଣରେ ୭ରୁ ଅଧିକ ଲୋକ ଆହତ ହୋଇଛନ୍ତି ।
/kanak/media/media_files/2025/07/16/11-2025-07-16-08-21-20.jpg)